Browsing Tag

sraban somabar

ଆଜି ଶ୍ରାବଣ ମାସର ଦ୍ୱିତୀୟ ସୋମବାର, ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ଆଜି ଶ୍ରାବଣ ମାସର ଦ୍ୱିତୀୟ ସୋମବାର । ବୋଲ ବମ୍‌ ହର୍‌ ହର୍‌ ବମ୍‌ରେ କମ୍ପୁଛି ଶୈବ ପୀଠ। ଦେବେ ଦେବ ମହାଦେବଙ୍କୁ ଜଳଲାଗି ପାଇଁ ରାଜ୍ୟର ବିଭିନ୍ନ ଶୈବପୀଠରେ କାଉଡିଆଙ୍କ ଭିଡ଼। ଲମ୍ବା ଧାଡିରେ ଆସି ବାବାଙ୍କୁ ଜଳଲାଗି କରୁଛନ୍ତି ଶ୍ରଦ୍ଧାଳୁ। ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କ…

ଆଜି ଶ୍ରାବଣ ମାସ ପ୍ରଥମ ସୋମବାର: ବୋଲ ବମ୍ ହରହର ବମ୍‌ ଧ୍ୱନିରେ କମ୍ପୁଛି ବିଭିନ୍ନ ଶୈବପୀଠ, ହଜାର ହଜାର କାଉଡିଆଙ୍କ…

ଭୁବନେଶ୍ୱର(କେନ୍ୟୁଜ୍): ଆଜି ଶ୍ରାବଣ ମାସ ପ୍ରଥମ ସୋମବାର । ବୋଲ ବମ୍‌, ହରହର ବମ୍‌ ଧ୍ୱନିରେ କମ୍ପୁଛି ଏକାମ୍ର କ୍ଷେତ୍ର । ଦୁଇ ବର୍ଷ କରୋନା କଟକଣା ଯୋଗୁ ନିରାଶ ହୋଇଥିବା ମାନସିକଧାରୀ ଦୂରଦୂରାନ୍ତରୁ ଆସି ଲିଙ୍ଗରାଜଙ୍କ କ୍ଷେତ୍ରରେ ଜଳଲାଗି କରିଛନ୍ତି। ଆଡକାଠ ନିକଟରେ କାଉଡିଆ ମାନେ ଜଳ…

ଆଜି ଶ୍ରାବଣ ସୋମବାର: ଶୁଭୁନି କାଉଡିଆଙ୍କ ବୋଲବମ୍‌ ଧ୍ୱନି, କରୋନା କଟକଣା ପାଇଁ ଭକ୍ତଶୂନ୍ୟ ଶୈବ ପୀଠ

ଭଦ୍ରକ(କେନ୍ଯୁଜ୍): ଆଜି ଶ୍ରାବଣ ସୋମବାର । କରୋନା କଟକଣା ପାଇଁ ଭକ୍ତଶୂନ୍ୟ ଶୈବ ପୀଠ । ଶୁଭୁନି କାଉଡିଆଙ୍କ ବୋଲବମ୍‌ ଧ୍ୱନି। ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆଖଣ୍ଡଳମଣିଙ୍କ ପୀଠ ଖାଲି ପଡିଛି। କରୋନା ପାଇଁ ୨ବର୍ଷ ହେଲା ଜଳଲାଗିରୁ ବଞ୍ଚିତ ହେଉଛନ୍ତି କାଉଡିଆ। ପୀଠକୁ ଆସୁଥିବା…