କରୋନା କରିଦେଲା ସଫଳ ଉଦ୍ୟୋଗୀ, ଆଗରୁ ପର ପାଖେ ଖଟୁଥିବା ରଞ୍ଜନ ଏବେ ନିଜେ ମାଲିକ
କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ଗୁଣ୍ଠି ଗାଁର ଜଣେ ଯୁବକ ଏବେ ଖୁବ୍ ଚର୍ଚ୍ଚାରେ। ତାଙ୍କୁ ନେଇ ଚର୍ଚ୍ଚା ହେବାର କାରଣ ବି ରହିଛି । ତାଙ୍କ ନାଁ ହେଉଛି ରଞ୍ଜନ କୁମାର ସାହୁ। ରଞ୍ଜନ ଦୀର୍ଘ ୨୧ ବର୍ଷ ହେଲା ବିଭିନ୍ନ କପଡା ଉଦ୍ୟୋଗରେ କାମ କରି ଆସୁଥିଲେ। ଦିଲ୍ଲୀ, ବେଙ୍ଗାଲୁରୁ,…