ଦୁଇ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା, ଶୋଭାଯାତ୍ରାବେଳେ ପଥର ପିଙ୍ଗିବାରୁ ଗାଡ଼ିରେ ନିଆଁ ଲଗାଇଦେଲେ ହିନ୍ଦୁକର୍ମୀ
ବାଗଲକୋଟ : ଶିବାଜୀ ଜୟନ୍ତୀ ଶୋଭାଯାତ୍ରା ସମୟରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ହିଂସାତ୍ମକ ଉତ୍ତେଜନା ଦେଖାଦେଇଛି । ଶୋଭାଯାତ୍ରା ସମୟରେ ପଥର ଫିଙ୍ଗିବାରୁ ହିନ୍ଦୁମାନେ ଉତ୍ତେଜିତ ହୋଇ ମସଜିଦ୍ ସାମ୍ନାରେ ଥିବା ଗାଡିରେ ନିଆଁ ଲଗାଇଥିବା ଜଣାପଡିଛି । ଯାହାଫଳରେ ଉତ୍ତେଜନା ଆହୁରି ବୃଦ୍ଧି ପାଇଛି ।…