ପ୍ରେଗନାନ୍ସୀରେ ହୋଇଥିବା ଷ୍ଟ୍ରେଚମାର୍କସ ପାଇଁ ଚିନ୍ତିତ କି? ତେବେ ଏହି ଘରୋଇ ଉପାୟ ଦାଗକୁ କରିବ ଏକଦମ୍ ଦୂର
ପ୍ରେଗନାନ୍ସୀ ସମୟରେ ମହିଳାଙ୍କୁ ଷ୍ଟ୍ରେଚ୍ ମାର୍କର ସାମ୍ନା କରିବାକୁ ପଡିଥାଏ। ପ୍ରେଗନାନ୍ସୀ ସମୟରେ ଶରୀରରେ ଦେଖାଯାଉଥିବା ପରିବର୍ତ୍ତନ କାରଣରୁ ଷ୍ଟ୍ରେଚ୍ ମାର୍କ୍ସ ପଡିବାକୁ ଲାଗିଥାଏ। ଅନେକ ମହିଳାଙ୍କ ଏହି ଜିଦ୍ଦି ଷ୍ଟ୍ରେଚ୍ ମାକର୍ସ କାରଣରୁ ନିଜ ପସନ୍ଦର ପୋଷାକ…