ନାଇଜେରିଆରେ କାଥୋଲିକ ସ୍କୁଲରେ ଆକ୍ରମଣ, ୨୦୦ରୁ ଅଧିକ ଛାତ୍ରଙ୍କୁ ଅପହରଣ
ନୂଆଦିଲ୍ଲୀ : ନାଇଜେରିଆରେ କାଥୋଲିକ ସ୍କୁଲରେ ଆକ୍ରମଣ, ୨୦୦ରୁ ଅଧିକ ଛାତ୍ରଙ୍କୁ ଅପହରଣ। କେନ୍ଦ୍ରୀୟ ନାଇଜେରିଆର ଏକ କ୍ୟାଥୋଲିକ ବୋର୍ଡିଂ ସ୍କୁଲରୁ ୨୦୦ରୁ ଅଧିକ ଛାତ୍ରଙ୍କ ସହ କର୍ମଚାରୀଙ୍କୁ ଅପହରଣ କରିନେଇଛନ୍ତି ବନ୍ଧୁକଧାରୀ। ଆକ୍ରମଣ ପରେ ସ୍ଥାନୀୟ ସୁରକ୍ଷାବାହିନୀ ମୁତୟନ ହୋଇଛନ୍ତି।…