Browsing Tag

sudarshana patnaik

ରଥଯାତ୍ରାରେ ପ୍ଲାଷ୍ଟିକର ବ୍ୟବହାର ନକରିବାକୁ ବାଲୁକାକଳାରେ ସଚେତନ

ପୁରୀ(କେନ୍ୟୁଜ): ବାଲୁକାକଳାରେ ସଚେତନତା । ରଥଯାତ୍ରାରେ ପ୍ଲାଷ୍ଟିକର ବ୍ୟବହାର ନକରିବାକୁ ବାଲୁକାକଳାରେ ସଚେତନ କରାଯାଇଛି । ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ସୁନ୍ଦର ଆକୃତିର ବାଲୁକାକଳା ଦ୍ୱାରା ଲୋକଙ୍କୁ ସଚେତନ କରିଛନ୍ତି । ବାଲୁକାକଳାରେ ୩ଟି ସୁନ୍ଦର କୁନି…

ବାତ୍ୟା ୟସ୍ ପାଇଁ ଭୟଭୀତ ନହେବା ସହ ମୁକାବିଲା କରିବାକୁ ବାଲୁକା କଳାରେ ନିବେଦନ

ପୁରୀ : ବାତ୍ୟା ୟସ ପାଇଁ ଭୟଭୀତ ନହେବାକୁ ବାଲୁକା କଳାରେ ସଚେତନତା। ୟସ ପାଇଁ ଭୟଭୀତ ନହେବା ସହ ମୁକାବିଲା କରିବାକୁ ବାଲୁକାକଳାରେ ନିବେଦନ କରିଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ବାଲୁକା କଳା ର୍ନିମାଣ କରି ସଚେତନତାର ବାର୍ତ୍ତା ଦେଇଛନ୍ତି। ସମସ୍ତେ…

ନୂଆବର୍ଷ ଶୁଭେଚ୍ଛା ଜଣାଇ ପୁରୀ ବେଳାଭୂମିରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ବାରା ବାଲୁକାକଳା

ପୁରୀ: ନୂଆବର୍ଷ ଶୁଭେଚ୍ଛା ଜଣାଇ ପୁରୀ ବେଳାଭୂମିରେ ବାଲୁକାକଳା । ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ସମସ୍ତଙ୍କୁ ନବବର୍ଷର ଅଭିନନ୍ଦନ ଜଣାଇଛନ୍ତି । ବାଲୁକା କଳରେ ମହାପ୍ରଭୁ ଜଗନ୍ନାଥଙ୍କ ରଙ୍ଗୀନ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି । ୨୦୨୧…

ବାଲୁକା କଳାରେ ଗାନ୍ଧୀଜୀଙ୍କ ସତ୍ୟାଗ୍ରହ ଓ ସ୍ୱଚ୍ଛ ଭାରତର ବାର୍ତ୍ତା ଦେଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ଆଜି ହେଉଛି ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଜୟନ୍ତୀ । ପ୍ରତିବର୍ଷ ଅକ୍ଟୋବର ୨ ତାରିଖକୁ ଦେଶରେ ଗାନ୍ଧି ଜୟନ୍ତୀ ରୂପେ ପାଳନ କରାଯାଉଛି । ଭାରତକୁ ଇଂରେଜମାନଙ୍କ ଠାରୁ ସ୍ୱାଧୀନତା ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ମହାତ୍ମା ଗାନ୍ଧିଙ୍କ ଜନ୍ମ ୧୮୬୯ ଅକ୍ଟୋବର ୨ ତାରିଖରେ…

ସୁଦର୍ଶନଙ୍କ ବାଲୁକା କଳାରେ ‘ଫନି’ର ଆଖି

ପୁରୀ(କେନ୍ୟୁଜ୍) : ବାଲୁକା କଳାରେ ସାମୁଦ୍ରିକ ବାତ୍ୟା ଫନିର ରୂପ। ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲିରେ ଫନିକୁ ନେଇ ଗଢିଛନ୍ତି କଳାକୃତି। ଲୋକମାନଙ୍କୁ ଭୟଭୀତ ନହୋଇ ସ୍ଥିତିର ମୁକାବିଲା କରିବାକୁ ବାର୍ତ୍ତା ଦିଆଯାଇଛି। Appeal to all Don’t Panic! Stay safe…