Below header

ବାତ୍ୟା ୟସ୍ ପାଇଁ ଭୟଭୀତ ନହେବା ସହ ମୁକାବିଲା କରିବାକୁ ବାଲୁକା କଳାରେ ନିବେଦନ

ପୁରୀ : ବାତ୍ୟା ୟସ ପାଇଁ ଭୟଭୀତ ନହେବାକୁ ବାଲୁକା କଳାରେ ସଚେତନତା। ୟସ ପାଇଁ ଭୟଭୀତ ନହେବା ସହ ମୁକାବିଲା କରିବାକୁ ବାଲୁକାକଳାରେ ନିବେଦନ କରିଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ।

ପୁରୀ ବେଳାଭୂମିରେ ବାଲୁକା କଳା ର୍ନିମାଣ କରି ସଚେତନତାର ବାର୍ତ୍ତା ଦେଇଛନ୍ତି। ସମସ୍ତେ ସୁରକ୍ଷିତ ରହି ଏହାର ସାମ୍ନା କରିବାକୁ ବାଲୁକା କଳା ମାଧ୍ୟମରେ ନିବେଦନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.