ରଥଯାତ୍ରାରେ ପ୍ଲାଷ୍ଟିକର ବ୍ୟବହାର ନକରିବାକୁ ବାଲୁକାକଳାରେ ସଚେତନ

ପୁରୀ(କେନ୍ୟୁଜ): ବାଲୁକାକଳାରେ ସଚେତନତା । ରଥଯାତ୍ରାରେ ପ୍ଲାଷ୍ଟିକର ବ୍ୟବହାର ନକରିବାକୁ ବାଲୁକାକଳାରେ ସଚେତନ କରାଯାଇଛି । ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ସୁନ୍ଦର ଆକୃତିର ବାଲୁକାକଳା ଦ୍ୱାରା ଲୋକଙ୍କୁ ସଚେତନ କରିଛନ୍ତି । ବାଲୁକାକଳାରେ ୩ଟି ସୁନ୍ଦର କୁନି ରଥ ସହ ବିଭିନ୍ନ ପ୍ଲାଷ୍ଟିକ ସାମଗ୍ରୀର ଚିତ୍ର କରି ପ୍ଲାଷ୍ଟିକ ବ୍ୟବହାର ନକରିବାକୁ ଲୋକଙ୍କୁ ସଚେତନତାର ବାର୍ତ୍ତା ବାଣ୍ଟିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.