Browsing Tag

jagannath ratha yatra

ବାଣ୍ଠିଆ ଜଗନ୍ନାଥ ମନ୍ଦିରରେ ଚାଲି ଆସୁଛି ଏକ ନିଆରା ପରମ୍ପରା, କେବଳ କୁନି କନି ଛୁଆ ଏଠି ଟାଣିଥାନ୍ତି ରଥ

ବାରିପଦା: ରଥ ଗଡୁଛି । ଟାଣୁଛନ୍ତି କୁନି କୁନି ପିଲା ମାନେ । ସତରେ ଏ ଦୃଶ୍ୟ ଦେଖିବାକୁ ବେଶ ନିଆରା । ଏ ଦୃଶ୍ୟ ହେଉଛି ବାରିପଦା ସହରର । ବାଣ୍ଠିଆ ଜଗନ୍ନାଥ ମନ୍ଦିରରର ରଥଟଣା ସମୟର ଦୃଶ୍ୟ । ଏଠି ରହିଛି ନିଆରା ପରମ୍ପରା । କିମ୍ୱଦନ୍ତୀ କହେ ମହାରାଜା ଆମଳର କଥା । ପ୍ରଭୁ ଜଗନ୍ନାଥଙ୍କ ସହ…

ଇସ୍କନର ମୁଖପାତ୍ର ରାଧାରମଣ ଦାସଙ୍କ ପ୍ରତିକ୍ରିୟା, କହିଲେ ଟ୍ରମ୍ପଙ୍କୁ ବଞ୍ଚାଇ ଦେଲେ ପ୍ରଭୁ ଜଗନ୍ନାଥ

ଟ୍ରମ୍ପଙ୍କୁ ବଞ୍ଚାଇ ଦେଲେ ପ୍ରଭୁ ଜଗନ୍ନାଥ । ଏହା କହିଛନ୍ତି ଇସ୍କନର ଜଣେ ମୁଖପାତ୍ର ରାଧାରମଣ ଦାସ । ୪୮ ବର୍ଷ ପୂର୍ବରୁ ଟ୍ରମ୍ପ ନ୍ୟୁୟର୍କରେ ହୋଇଥିବା ଜଗନ୍ନାଥଙ୍କର ଏକ ରଥଯାତ୍ରାରେ ଭକ୍ତଙ୍କୁ ସହାୟତା କରିଥିଲେ । ତେଣୁ ଏହାର ପ୍ରତିଦାନ ସ୍ୱରୂପ ପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କୁ ରକ୍ଷା…

ନିଆରା ରଥଯାତ୍ରା: ଏଠି କାଠର ରଥ ନୁହେଁ ବରଂ ଅଟୋରେ ବସି ଗାଁ ପରିକ୍ରମା କରନ୍ତି ମହାପ୍ରଭୁ

ଭଞ୍ଜନଗର: ବିଶ୍ଵନିଅନ୍ତା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ନେଇ ସବୁଠି ଭକ୍ତିମୟ ପରିବେଶ । ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ପିଲାଠୁ ବୟସ୍କ ସମସ୍ତଙ୍କ ଭିତରେ ଦେଖିବାକୁ ମିଳିଛି ଆଧ୍ୟାତ୍ମିକ ଚେତନା । କିଏ ଅଭାବରେ ହେଉ କିମ୍ବା କିଏ ବର୍ଣ୍ଣାଢ଼୍ୟ ଢଙ୍ଗରେ ହେଉ, ଭକ୍ତିର ସହ ଯିଏ…

ପୁରୀ ବେଳାଭୂମିରେ ମର୍ଣ୍ଣିଂୱାକ୍ କଲେ ରାଷ୍ଟ୍ରପତି

ପୁରୀ : ଆଜି ସକାଳୁ ପୁରୀ ସୁମଦ୍ର କୂଳରେ ପ୍ରାତଃ ଭ୍ରମଣ କରୁଥିବାର ନଜର ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ପ୍ରାତଃ ଭ୍ରମଣ ବା ମର୍ଣ୍ଣିଂୱାକ୍ ଯୋଗୁଁ ସମୁଦ୍ର କୂଳରେ ସୁରକ୍ଷା ବ୍ୟବସ୍ଥା ଲାଗୁ ହୋଇଥିଲା। ରାଷ୍ଟ୍ରପତିଙ୍କ ପ୍ରାତଃ ଭ୍ରମଣ ସମୟରେ କୌଣସି…

ଲକ୍ଷଲକ୍ଷ ଭକ୍ତଙ୍କ ଉପସ୍ଥିତିରେ ଗୁଣ୍ଡିଚା ମନ୍ଦିର ଅଭିମୁଖେ ପୁଣି ଆରମ୍ଭ ହେଲା ରଥ ଟଣା

ପୁରୀ:  ଜନ୍ମବେଦୀ ମୁହାଁ ତିନି ଠାକୁର ।  ଲକ୍ଷଲକ୍ଷ ଭକ୍ତଙ୍କ ଉପସ୍ଥିତିରେ ପୁଣି ଆରମ୍ଭ ହୋଇଛି ରଥ ଟଣା । ଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡ଼ି ଚାଲିଛି ରଥ । ଆଗେ ଆଗେ ଯାଉଛନ୍ତି ବଡ଼ ଭାଇ ବଳଭଦ୍ର, ତାଙ୍କ ପଛକୁ ଆସୁଛନ୍ତି ମା’ ସୁଭଦ୍ରାଙ୍କ । ମା’ ସୁଭଦ୍ରା ଦର୍ପଦଳନ ରଥରେ ବସି ମାଉସୀ ମା'…

ରସିକିଆ କାଳିଆ ଠାକୁରଙ୍କ ପାଇଁ କେଇ ଖଣ୍ଡ କାଠରେ ତିଆରି ହୋଇଛି କୁନି ରଥ

ବାଙ୍ଗିରିପୋଷି: ରଥ ପ୍ରସ୍ତୁତ, ପଥ ବି ପ୍ରସ୍ତୁତ , ବିଜେ କରିଛନ୍ତି ତିନି ଠାକୁର । ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଖେରଣା ଗ୍ରାମରେ କୁନି ରଥରେ ବିଦ୍ୟମାନ ହୋଇ ମାଉସୀ ଘରକୁ ଗଲେ ତିନି ଠାକୁର। ରସିକିଆ କାଳିଆ ଠାକୁରଙ୍କ ପାଇଁ କେଇ ଖଣ୍ଡ କାଠରେ ତିଆରି ହୋଇଛି କୁନି ରଥ। ଆଉ ତା’ ଭିତରେ…

ଘୋଷଯାତ୍ରାରେ ରଥାରୁଢ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କଲେ ରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର…

ପୁରୀ: ଘୋଷଯାତ୍ରାରେ ପୁରୀରେ ଭକ୍ତିମୟ ପରିବେଶ। ରଥଯାତ୍ରାରେ ରଥାରୁଢ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପରେ ତାଳଧ୍ବଜ ରଥ ବି ଟାଣିଛନ୍ତି ମହାମହିମ। କୌଣସି ରାଷ୍ଟ୍ରପତି ଭାବେ ପ୍ରଥମ ଥର ପାଇଁ ରଥ ଟାଣିଛନ୍ତି ଦ୍ରୌପଦୀ ମୁର୍ମୁ। ରାଜ୍ୟପାଳ ରଘୁବର…

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ ଶ୍ରୀ ମୁଖ ଫିଟା ନୀତି ଅନୁଷ୍ଠିତ ହେବ । ଜ୍ୱରରେ ପୀଡିତ ମହାପ୍ରଭୁଙ୍କ ସୁସ୍ଥ ଉପଚାର ଲାଗି ଦଇତାପତିଙ୍କ ସେବା ଚାଲିଛି । ଅଣସର ପାଇଁ ମହାପ୍ରଭୁ ଶୁକ୍ଳ ବସ୍ତ୍ର ପରିଧାନ କରିବା ସହ…

ବୌଦ୍ଧ ଜିଲ୍ଲାରୁ ସପ୍ତମ ବର୍ଷ ପାଇଁ ପୁରୀକୁ ଗଡିଲା ରଥ କାଠ ଗାଡି

କଣ୍ଟାମାଳ(କେନ୍ୟୁଜ): ହରିବୋଲ, ହୁଳହୁଳି ଶବ୍ଦରେ ଫାଟି ପଡୁଛି ସାରା ଅଞ୍ଚଳ । ଶହ ଶହ ଭକ୍ତ ଭାବବିହ୍ୱଳ ହେବା ସହିତ ଆଧ୍ୟାତ୍ମିକ ପରିବେଶରେ ପୁରୀକୁ ଗଡିଲା ରଥ କାଠ ଗାଡି । ଏ ହେଉଛି ବୌଦ୍ଧ ଜିଲ୍ଲା ଗୁଣ୍ଡୁଳିଆ ଗାଁ । ପୁରୀ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ଯାଇଛି ଏଠାରୁ କାଠ । ରଥ…

ଶୃଙ୍ଖଳିତ ରଥଯାତ୍ରା ଲକ୍ଷ୍ୟ, ଆଜି ସମନ୍ୱୟ କମିଟି ବୈଠକରେ ହେବ ଆଲୋଚନା

ପୁରୀ (କେନ୍ୟୁଜ): ଆଜି ଅନୁଷ୍ଠିତ ହେବ ଚଳିତ ବର୍ଷ ରଥଯାତ୍ରାର ପ୍ରଥମ ସମନ୍ଵୟ ବୈଠକ। ପୁରୀ ପୌରସଦନରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ବସିବ ପ୍ରଥମ ରଥ ସମନ୍ଵୟ କମିଟି ବୈଠକ। ଦଇତାପତି ସେବାୟତଙ୍କ ସମେତ ଶ୍ରୀମନ୍ଦିର ବିଭିନ୍ନ ନିଯୋଗର ସଭାପତି, ସଂପାଦକମାନେ ଏହି…

ତାଳଧ୍ୱଜ ଓ ଦେବଦଳନ ରଥରେ ଫାଟ, ପୂର୍ତ୍ତ ବିଭାଗର ଯାଞ୍ଚ ପରେ ମରାମତି କରିବେ ଭୋଇ ସେବକ

ପୁରୀ(କେନ୍ୟୁଜ୍‌): ଆସନ୍ତାକାଲି ପବିତ୍ର ହେରାପଞ୍ଚମୀ। ବୁଧବାର ହେବ ତିନି ରଥର ଦକ୍ଷିଣ ମୋଡ଼। ଏହା ପୂର୍ବରୁ ଆଜି ପୂର୍ତ୍ତ ବିଭାଗ ପକ୍ଷରୁ ତିନି ରଥକୁ ଟିକିନିଖି ଯାଞ୍ଚ କରାଯାଇଛି। ରଥଯାତ୍ରା ଦିନ ବଡ଼ଦାଣ୍ଡରେ ଅଢେଇ କିଲୋମିଟର ତିନି ରଥ ଗଡିବା ପରେ ରଥର ଯାଞ୍ଚ ଆବଶ୍ୟକ ପଡ଼ିଥାଏ।…

ଅବିକଳ ପୁରୀ ରଥ ନିର୍ମାଣ କରି ଘରେ ରଥଯାତ୍ରା ପାଳନ କରନ୍ତି କୁନି ବାଳକ ସମ୍ବିତ, ଏମିତି ପୁଅ ପାଇ ଗର୍ବିତ ବାପା ମାଆ

ମୟୁରଭଞ୍ଜ (କେନ୍ୟୁଜ) : କାଳିଆର ଲିଳା ଅପାର। କେତେବେଳେ କେଉଁ ଋପରେ ସେ ଭକ୍ତଙ୍କ ନିକଟରେ ଆସିଥାନ୍ତି ତାହା ବୁଝିବା ଅସମ୍ଭବ। ଭକ୍ତ ଦେଖେନି ବୟସ । ବାସ୍‌ ଜଗନ୍ନାଥଙ୍କ ପ୍ରେମରେ ଏକଦମ୍‌ ଲୀନ ହୋଇଯିବାକୁ ଚାହେଁ। ଏଭଳି ଜଣେ କୁନି ଭକ୍ତ ହେଉଛନ୍ତି ବାରିପଦା ସହରର ୯ ବର୍ଷର ସମ୍ବିତ୍ ଜେନା…