Browsing Tag

sugar

ପାକିସ୍ତାନ ବୈଜ୍ଞାନିକଙ୍କ ଏ କି ଚମତ୍କାର ଆବିଷ୍କାର! ପାଣିରେ ପେଟ୍ରୋଲ ଆଉ ଫଳରୁ ଚିନି!

ପାକିସ୍ତାନରେ ପ୍ରତିଭାର ଅଭାବ ନାହିଁ। ଏଠାକାର ଲୋକେ ଏମିତି ସବୁ ଜିନିଷ ଆବିଷ୍କାର କରିଛନ୍ତି ଯେ ତାଙ୍କ ସାମ୍ନାରେ ବୈଜ୍ଞାନିକମାନେ ମଧ୍ୟ ଫିକା ପଡ଼ିଯିବେ। ପାକିସ୍ତାନର ନୂଆ ବୈଜ୍ଞାନିକ ତଥା ରାଜନେତା ମୁଅଜ୍ଜମ ଖାନ୍‌ ନିୟାଜି ନିଜ ଆବିଷ୍କାର ଦ୍ୱାରା ସାରା ବିଶ୍ୱକୁ ଚମକାଇ ଦେଇଛନ୍ତି। ସେ…

ପିଲାବେଳେ ଅଧିକ ଚିନି ସେବନ ବଢ଼ାଇଥାଏ ମୋଟାପଣ

ଅନିୟମିତ ଜୀବନଚର୍ଯ୍ୟା,ଓ ଖାଦ୍ୟ ପେୟ ଉପରେ ଯଥେଷ୍ଟ ଧ୍ୟାନ ନଦେବା କାରଣରୁ ଆଜି କାଲିର ଲୋକଙ୍କ ଠାରେ ମେଦ ବହୁଳତା ଦିନ କୁ ଦିନ ବଢ଼ିବାରେ ଲାଗିଛି । ଏବେ ଆମେରିକାରେ ହୋଇଥିବା ନୂଆ ଅଧୟନରୁ ଜଣା ଯାଇଛି ଯେ ଯେଉଁ ପିଲା ନିଜ ପିଲା ବେଳ ସମୟରେ ଅଧିକ ଚିନି ଖାଇଥାନ୍ତି ପ୍ରାପ୍ତ ବୟସ୍କ ସମୟରେ…

ଫିଙ୍ଗନ୍ତୁ ନାହିଁ ବଳକା ସିରା, ଚିନି ଜାଗାରେ ଏହାକୁ କରିପାରିବେ ପୁନଃବ୍ୟବହାର

ଗୋଲାପ ଜାମୁ ହେଉ କି ରସଗୋଲା ସିରା, ଏଗୁଡ଼ିକ ବିଳିଯିବା ପରେ ସାଧାରଣତଃ ଆମେ ତାକୁ ଫିଙ୍ଗିଦେଇଥାଉ। କିନ୍ତୁ ଏହାକୁ ଆପଣ ପୁନଃବ୍ୟବହାର କରିପାରିବେ। ଚିନି ଜାଗାରେ ଏହାକୁ ବ୍ୟବହାର କରି ଖାଦ୍ୟର ସ୍ୱାଦ ବଢ଼ାଇପାରିବେ। ତା’ହେଲେ ଆସନ୍ତୁ ଜାଣିବା, କେଉଁ କେଉଁ ଉପାୟରେ ମିଠାର ବଳକା ସିରା…

ଜାଣିଛନ୍ତି କି, ଆପଣଙ୍କ ପିଲାର ଚିଡ଼ଚିଡ଼ାପଣର କାରଣ ହୋଇପାରେ ଚିନି

ଛୋଟ ପିଲାଙ୍କ ମନ ବହୁତ କୋମଳ ହୋଇଥାଏ। ଏପରିକି ଅଜଣାତରେ ତାଙ୍କର ବ୍ଯବହାର ବେଳେବେଳେ ଆକ୍ରମଣାନ୍ତକ ହୋଇ ଯାଇଥାଏ। ଏହା ତାଙ୍କର ଆଖପାଖର ମାହୋଲ ନୁହଁ ବରଂ ତାଙ୍କ ଖାଦ୍ଯପେୟର ପ୍ରଭାବ ପାଇଁ ହୋଇଥାଏ । ଯଦି ଅପଣଙ୍କ ପିଲା ମଧ୍ୟ ଛୋଟଛୋଟ କଥାରେ ଚିଡ଼ୁଛି ଏବଂ ରାଗୁଛି ତେବେ ତାହାର କାରଣ ଅଧିକା…