ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କୁ ମିିଳିଲା ଜାମିନ୍, ଦୁଇ ପତ୍ର ନିର୍ବାଚନୀ ଚିହ୍ନ ମାମଲାରେ ଆଶ୍ୱସ୍ତି
ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କୁ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି । କୋର୍ଟ ସୁକେଶଙ୍କୁ ଦୁଇ ପତ୍ର ନିର୍ବାଚନୀ ଚିହ୍ନ ମାମଲାରେ ନିୟମିିତ ଜାମିନ୍ ପ୍ରଦାନ କରିଛନ୍ତି । କିନ୍ତୁ ବର୍ତ୍ତମାନ ସେ ଜେଲ୍ରେ ରହିବେ । କାରଣ, ସୁକେଶଙ୍କୁ ଏବେ ଇଡିର ପିଏମ୍ଏଲ୍ଏ ଏବଂ…