Below header
Browsing Tag

sulata deo

ଜୟନାରାୟଙ୍କ ମୁଣ୍ଡ ଦୋଷ ଅଛି ଓ ସେ ଧୀରେ ଧୀରେ ପାଗଳାମି ଆଡକୁ ଗଲେଣି, ଜାଣନ୍ତୁ ସୁଲତା ଦେଓ କାହିଁକି ଏପରି କହିଲେ

କେନ୍ୟୁଜ୍(ବ୍ୟୁରୋ): ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ସାଂସଦ ସୁଲୋତା ଦେଓଙ୍କ ଟାର୍ଗେଟ। ଜୟନାରାୟଣ ବାବୁ ହତ୍ୟା ଭଳି ସଂଗୀନ ଅପରାଧ ଘଟାଇ ଅତୀତ ରେ ଜେଲରେ ମଧ୍ୟ ଥିଲେ। ଆମେ ସମସ୍ତେ ଜାଣିଛେ ଗତ କିଛିଦିନ ପୂର୍ବରୁ ମଧ୍ୟ ସେ ସ୍ପଷ୍ଟ ଦିବାଲୋକ ରେ ଜଣେ ମହିଳା ପୋଲିସ ଅଫିସରଙ୍କ ଉପରେ…

ରାଜ୍ୟସଭା ସାଂସଦ ସୁଲତା ଦେଓଙ୍କୁ କର୍ମମାଟି ବ୍ରହ୍ମବରଦାରେ ସମ୍ବର୍ଦ୍ଧନା

ଯାଜପୁର (କେନ୍ୟୁଜ): କର୍ମମାଟିରେ ରାଜ୍ୟସଭା ସାଂସଦ ସୁଲତା ଦେଓଙ୍କୁ ଉଛ୍ୱର୍ସିତ ସମ୍ବର୍ଦ୍ଧନା। ଯାଜପୁର ଜିଲ୍ଲା ବ୍ରହ୍ମବରଦାଠାରେ ସାଂସଦ ସୁଲତା ଦେଓଙ୍କ ଉଦ୍ଦେଶ୍ୟରେ ଅବିଭକ୍ତ ବ୍ରହ୍ମବରଦା ନାଗରିକ ମଂଚ ପକ୍ଷରୁ ଆଜି ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା। ଏହି ଅବସରରେ…