ଏପ୍ରିଲ ୨୫ରୁ ଖରା ଛୁଟି: ସ୍କୁଲ ବନ୍ଦ ନେଇ ଘୋଷଣା କଲେ ରାଜ୍ୟ ସରକାର
ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ତେଣୁ ଆସନ୍ତା ୨୫ରୁ ରାଜ୍ୟରେ ଖରାଛୁଟି ଘୋଷଣା । ଏପ୍ରିଲ ୨୨ରୁ ୨୪ ଯାଏଁ ୩ ଦିନ ହେବ ସକାଳ ସ୍କୁଲ । ସକାଳ ୬ଟା ୩୦ରୁ ୧୦ଟା ୩୦ ଯାଏଁ ଖୋଲା ରହିବ ସ୍କୁଲ । ଏପ୍ରିଲ ୨୫ ଠାରୁ ଗ୍ରୀଷ୍ମଛୁଟି ଘୋଷଣା କଲେ ସରକାର । ଅସହ୍ୟ…