Browsing Tag

sundergarh news

ଆସନ୍ତାବର୍ଷରୁ କାର୍ଯ୍ୟକ୍ଷମ ହେବ ସୁନ୍ଦରଗଡ ମେଡିକାଲ କଲେଜ

ସୁନ୍ଦରଗଡ(କେନ୍ଯୁଜ୍): ଆସନ୍ତାବର୍ଷରୁ କାର୍ଯ୍ୟକ୍ଷମ ହେବ ସୁନ୍ଦରଗଡ ମେଡିକାଲ କଲେଜ । ୨୦୨୨-୨୩ରୁ ଆଡମିସନ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଚଲାଇଛନ୍ତି। ୧୦୦ ଏମବିବିଏସ୍‌ ସିଟ୍‌ ସହ ୫୦୦ ଶଯ୍ୟାର ମେଡିକାଲ କଲେଜ ଆରମ୍ଭ ପାଇଁ ପ୍ରସ୍ତୁତି କରାଯାଉଛି । ଏଥିପାଇଁ ୨୭୧ ଷ୍ଟାଫଙ୍କୁ ନିଯୁକ୍ତି…

ଦୁଃଖର ପାହାଡ ତଳେ ଚାପି ହୋଇଯାଇଛି ଜୀବନ, ବାପା ମା’ ଚାଲିଗଲା ପରେ ବଞ୍ଚିବା ପାଇଁ ରାହା ଖୋଜୁଛନ୍ତି ତିନି ଭଉଣୀ

ଭଙ୍ଗା ଦଦରା ଘର । ଘରକୁ ଦେଖିଲେ ଭିତର ଅବସ୍ଥା ଜାଣି ହେଉଛି । ଏହି ଘରର ମୁରବୀ ହେଉଛନ୍ତି ପିଙ୍କି ବୟସ 18 ଛୁଇଁନି ମାତ୍ର ନିଜ 2 ସାନ ଭଉଣୀଙ୍କ ଅନ୍ନଦାତା। ଦାରିଦ୍ର୍ୟ ଦୁରୀକରଣ,ସାମାଜିକ ସୁରକ୍ଷା ପାଇଁ ସରକାରଙ୍କ ମାଳମାଳ ଯୋଜନା କରିଛନ୍ତି ସତ କିନ୍ତୁ ସବୁକିଛି ଫେଲ ମାରିଛି ଏହି କଅଁଳ…

ସୁନ୍ଦରଗଡ: ପରମାସାହିରେ ପୁଣି ଏକ ଦନ୍ତାହାତୀ ମୃତଦେହ ଠାବ, କାରଣ ପାଉନି ବନବିଭାଗ

ସୁନ୍ଦରଗଡ: ବର୍ତ୍ତମାନ ଆମ ପୃଥିବୀରୁ ଜୀବଜନ୍ତୁଙ୍କ ସଂଖ୍ୟା ଲୋପ ପାଇଯାଉଥିବା ବେଳେ ପ୍ରତିଦିନ କିଛି ନା କିଛି ଜୀବଜନ୍ତୁଙ୍କ ମୃତ୍ୟୁର ଖବର ସାମ୍ନାକୁ ଆସୁଛି । ସରକାରଙ୍କ ଗୋପବନ୍ଧୁ ଯୋଜନା ସତ୍ତ୍ୱେ ମଧ୍ୟ ହାତୀମାନେ ଏବେବି ଅସୁରକ୍ଷିତ ଅଛନ୍ତି। ତେବେ ସୁନ୍ଦରଗଡ ଜିଲ୍ଲା କୋଇଡା ରେଞ୍ଜ…