Below header
Browsing Tag

sundergarh

ସୁନ୍ଦରଗଡ: ଛାତ ଉପରୁ ଡେଇଁ ଜୀବନ ହାରିଲେ ଯୁବକ, ଦେଖଣାହାରି ସାଜି ଲାଇଭ ଭିଡିଓ କଲେ ଲୋକେ

ସୁନ୍ଦରଗଡ(କେନ୍ୟୁଜ୍): ସୁଇସାଇଡ୍‌ ଲାଇଭ। ଛାତ ଉପରୁ ଡେଇଁ ଜୀବନ ହାରିଲେ ଯୁବକ। ସମସ୍ତ ଆଗରେ ନିମିଷକ ମଧ୍ୟରେ ଚାଲିଗଲା ଜୀବନ। ଏହି ଦୃଶ୍ୟ ଦେଖିଲେ ଛାତି ଥରିଉଠିବ । ଏଭଳି ଲୋମ ଟାଙ୍କୁରା ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲା ହେମଗିର ଥାନା ଡୁଡୁକା ଗାଁରେ । ପୋଲିସ ଓ ସ୍ଥାନୀୟ…

ସୁନ୍ଦରଗଡ଼: କୁଆରମୁଣ୍ଡା ଅଞ୍ଚଳରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୩ ଅଭିଯୁକ୍ତ ଗିରଫ

ସୁନ୍ଦରଗଡ଼(କେନ୍ୟୁଜ୍):  କୁଆରମୁଣ୍ଡା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ଏହି ଘଟଣାରେ ୩ ଅଭିଯୁକ୍ତ ଗିରଫ । ଅଭିଯୋଗ ଅନୁଯାୟୀ, କୁଆରମୁଣ୍ଡା ଫାଣ୍ଡି ଅଞ୍ଚଳରେ ଗତରାତିରେ ୨ ଜଣ ଯୁବତୀଙ୍କୁ ଅଭିଯୁକ୍ତମାନେ ପାଖ ଜଙ୍ଗଲକୁ ଉଠାଇନେଇଥିଲେ । ସେମାନଙ୍କ କବଳରୁ ଜଣେ ଯୁବତୀ…

ସୁନ୍ଦରଗଡ଼: ଲହୁଣୀପଡ଼ା ଥାନା ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ବିବାହର ପ୍ରଲଭନ ଦେଖାଇ ନାବାଳିକାକୁ ସହ…

ସୁନ୍ଦରଗଡ଼(କେନ୍ୟୁଜ୍): ଲହୁଣୀପଡ଼ା ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ଅଭିଯୋଗ ଅନୁଯାୟୀ, ନାବାଳିକାଙ୍କ ସହ ଦେବଗଡ଼ ଜିଲ୍ଲା ବାରକୋଟ ଥାନା ମସିନ୍ତା ଗାଁର ବୀରେନ୍ଦ୍ର ସାମାଦ ବିବାହର ପ୍ରଲୋଭନ ଦେଖାଇ ଜୋରଜବରଦସ୍ତ ଶାରୀରିକ ସଂପର୍କ ରଖିଥିଲା। ଏପରିକି ଔଷଧ ଦେଇ ଗର୍ଭ ନଷ୍ଟ…

ସୁନ୍ଦରଗଡ଼: ବିଦ୍ୟାଳୟରେ ଝରକା ବନ୍ଦ କରିବାକୁ ଯିବା ସମୟରେ ଛାତ୍ରୀଙ୍କ ଅସ୍ୱାଭାବିକ ମୃତ୍ୟୁ, କ୍ଷତିପୂରଣ ଦାବିରେ…

ସୁନ୍ଦରଗଡ଼(କେନ୍ୟୁଜ୍):  ସରକାରୀ ଆବାସିକ ବିଦ୍ୟାଳୟରେ ଛାତ୍ରୀଙ୍କ ଅସ୍ୱାଭାବିକ ମୃତ୍ୟୁକୁ ନେଇ ଉତ୍ତେଜନା । ସୁନ୍ଦରଗଡ଼ ଜିଲ୍ଲା ଲାଠିକଟାର ରଙ୍ଗାମାଟି ସରକାରୀ ଆବାସିକ ଆଶ୍ରମ ବିଦ୍ୟାଳୟରେ ଏହି ଅଘଟଣ ଘଟିଛି। ମୃତ ସପ୍ତମ ଶ୍ରେଣୀ ଛାତ୍ରୀ ଜଣକ ହେଲେ ରଶ୍ମିତା କେର୍କେଟା। ଗତକାଲି…

ସୁନ୍ଦରଗଡ଼ର ଦରଦୀ ଏସପିଙ୍କ ମାନବିକତା , ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ କଲେ ଭର୍ତ୍ତି

ସୁନ୍ଦରଗଡ଼ ଏସପିଙ୍କ ମାନବିକତା । ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କଲେ ଏସପି ସୌମ୍ୟା ମିଶ୍ର । ଗତକାଲି ଅପରାହଣରେ ସେ ବିଜୁ ଏକ୍ସପ୍ରେସ ୱେରେ ସୁନ୍ଦରଗଡ଼ରୁ ରାଜଗାଙ୍ଗପୁର ଯାଉଥିବା ବେଳେ ରାସ୍ତାରେ ଅଟକି ଦୁର୍ଘଟଣାରେ ଗୁରୁତର ଆହତ ସାଇକେଲ ଆରୋହୀ ରାଜେନ୍ଦ୍ର କିସପଟ୍ଟାଙ୍କୁ…

ସୁନ୍ଦରଗଡ: ସହି ହେଲାନି ବାପାଙ୍କ ନିର୍ଯାତନା, ଏକା ସଙ୍ଗେ ବିଷ ପିଇଲେ ୩ ଭଉଣୀ

ଅଭାବନୀୟ । ଏକା ସଙ୍ଗେ ବିଷ ପିଇଲେ ୩ ଭଉଣୀ । ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ପାତାଳକାଣ୍ଡ ଗାଁରେ ଏଭଳି ଘଟଣା ଘଟିଛି । ଗୁରୁତର ଭାବେ ୩ ନାବାଳିକାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବାପାଙ୍କ ନିର୍ଯାତନା ସହିନପାରି ସମସ୍ତେ ଫିନାଇଲ ପିଇଥିବା ଯଣାପଡିଛି । ବଡ ଝଅ…

ଅନ୍ଧ ବିଶ୍ୱାସର ଅନ୍ଧାର ଗଳିରେ ମଣିଷ, ଡାହାଣୀ ସନ୍ଦେହରେ ବୃଦ୍ଧାଙ୍କୁ ପଡୋଶୀ ମରିଦେଇଥବାର ଆସିଲା ଅଭିଯୋଗ

ଡାହାଣୀ ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟା। ସୁନ୍ଦରଗଡ଼ ସଦର ଥାନା ସୁବଳୟା ନବରଙ୍ଗପୁର ଠାରେ ଘଟିଛି ଏଭଳି ଅଭାବନୀୟ ଘଟଣା। ବିଳମ୍ବିତ ରାତିରେ ଘରେ କେହି ନଥିବା ବେଳେ ବୃଦ୍ଧାଙ୍କୁ କେହି ହତ୍ୟା କରି ଘର ବାହାରେ ଫିଙ୍ଗିଦେଇ ଚାଲିଯାଇଥିଲେ। ତାଙ୍କ ପୁଅବୋହୂ ବାହାରକୁ ଯାଇଥିବା ବେଳେ ପଡ଼ୋଶୀ…

ଭାରତୀୟ ମହିଳା ଫୁଟବଲ ଟିମ୍ ପାଇଁ ସୁନ୍ଦରଗଡରୁ ମନୋନୀତ ହେଲେ ମଞ୍ଜୁ ଗଞ୍ଜୁ, ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ

ସମ୍ବଲପୁର: ୧୭ ବର୍ଷରୁ କମ୍‌ ଭାରତୀୟ ମହିଳା ଫୁଟବଲ ଚୟନ ଶିବିରରେ ଏକ ମାତ୍ର ଓଡ଼ିଆ ଖେଳାଳି ମଞ୍ଜୁ ଗଞ୍ଜୁ ସ୍ଥାନ ପାଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ବେମଡ଼ା ଗାଁର ମଞ୍ଜୁ ପୂର୍ବରୁ ୨୦୧୭ ମସିହାରେ ୧୪ ବର୍ଷରୁ କମ୍‌ ଭାରତୀୟ ଦଳରେ ସାମିଲ ଥିଲେ। ଏବେ ପୁଣି ୧୭ ବର୍ଷ ଦଳରେ ଚୟନ ଶିବିର ପାଇଁ…