Below header

ସୁନ୍ଦରଗଡ଼: ଲହୁଣୀପଡ଼ା ଥାନା ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ବିବାହର ପ୍ରଲଭନ ଦେଖାଇ ନାବାଳିକାକୁ ସହ ସମ୍ପର୍କ ରଖୁଥିଲେ ଯୁବକ

ସୁନ୍ଦରଗଡ଼(କେନ୍ୟୁଜ୍): ଲହୁଣୀପଡ଼ା ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ଅଭିଯୋଗ ଅନୁଯାୟୀ, ନାବାଳିକାଙ୍କ ସହ ଦେବଗଡ଼ ଜିଲ୍ଲା ବାରକୋଟ ଥାନା ମସିନ୍ତା ଗାଁର ବୀରେନ୍ଦ୍ର ସାମାଦ ବିବାହର ପ୍ରଲୋଭନ ଦେଖାଇ ଜୋରଜବରଦସ୍ତ ଶାରୀରିକ ସଂପର୍କ ରଖିଥିଲା। ଏପରିକି ଔଷଧ ଦେଇ ଗର୍ଭ ନଷ୍ଟ କରିଥିଲା । ହେଲେ ପରେ ବିବାହ କରିବାକୁ ମନା କରିଦେଇଥିଲା । ଏନେଇ ପୀଡ଼ିତା ଜଣଙ୍କ ଲହୁଣୀପଡ଼ା ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଚଳାଇଛ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.