Browsing Tag

Girl Raped

ଇନ୍‌ଷ୍ଟାଗ୍ରାମ୍‌ରେ ବନ୍ଧୁତା କରି ୨ ମାସ ଧରି ନାବାଳିକାକୁ ଦୁଷ୍କର୍ମ କଲା ମୁସଲମାନ୍‌ ଯୁବକ

ନୂଆଦିଲ୍ଲୀ : ଇନ୍‌ଷ୍ଟାଗ୍ରାମ୍‌ରେ ବନ୍ଧୁତା କରିବା ପଡ଼ିଲା ମହଙ୍ଗା । ୧୪ ବର୍ଷୀୟ ନାବାଳିକାକୁ ଅପହରଣ କରି ୨ ମାସ ଧରି ଦୁଷ୍କର୍ମ କଲା ଜଣେ ମୁସଲମାନ୍‌ ଯୁବକ । ଏଭଳି ଘଟଣା ଉତ୍ତରପ୍ରଦେଶ କାନ୍‌ପୁରରୁ ଆସିଛି । ଇନ୍‌ଷ୍ଟାଗ୍ରାମ୍‌’ଦ୍ବାରା ହୋଇଥିଲା ବନ୍ଧୁତା । ଜଣେ ୧୪ ବର୍ଷୀୟ ବାଳିକା…

ପୁଣି ନିର୍ଭୟା କାଣ୍ଡ, ଚଳନ୍ତା ବସରେ ଯୁବତୀଙ୍କୁ ଗଣଦୁଷ୍କର୍ମ କଲେ ଡ୍ରାଇଭର ଏବଂ କଣ୍ଡକ୍ଟର

ପୁଣି ନିର୍ଭୟା କାଣ୍ଡ । ଏଥର କିନ୍ତୁ ରାଜଧାନୀ ଦିଲ୍ଲୀ ନୁହେଁ ଜୟପୁରରେ ଘଟିଛି ଏଭଳି ଘଟଣା । ଚଳନ୍ତା ବସରେ ଯୁବତୀଙ୍କ ସହିତ ଗଣଦୁଷ୍କର୍ମ । ବସ୍‌ ଡ୍ରାଇଭର ଏବଂ କଣ୍ଡକ୍ଟର ୧୯ ବର୍ଷୀୟ ଦଳିତ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଛନ୍ତି । ପୀଡିତା ଜଣକ ଥାନାରେ ଅଭିଯୋଗ ଦାଏର କରିଛନ୍ତି । ଖବର…

ଚିକିତ୍ସା ପାଇଁ ଆସୁଥିବା ଯୁବତୀଙ୍କୁ ନିଦ ଔଷଧ ଦେଇ ଦୁଷ୍କର୍ମ କରୁଥିଲେ ଡାକ୍ତର, ୨୩ ବର୍ଷ ପୁରୁଣା ମାମଲାର ହେଲା…

ସାଧାରଣ ଲୋକଟିଏ କୌଣସି ରୋଗ ହେଉ ଅବା ଅନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା, ଦୂର କରିବା ପାଇଁ ଡାକ୍ତରଙ୍କ ପାଖକୁ ଯାଇଥାଏ। କିନ୍ତୁ ଯଦି ଏହି ଡାକ୍ତର ଅମଣିଷ ପାଲଟେ, ତେବେ ସାଧାରଣ ଲୋକ ହେଉ ଅବା ପରିବାର ଅନ୍ୟ କୌଣସି ସଦସ୍ୟ, ସେମାନଙ୍କୁ ନେଇ କାହା ପାଖକୁ ଯିବ। ଯେଉଁଠି ଡାକ୍ତର ଜଣକ ଯୁବତୀଙ୍କୁ…

ଟ୍ୟୁସନ ମାଷ୍ଟରଙ୍କ କାରନାମା : ୧୬ ବର୍ଷ ବୟସ୍କା ଯୁବତୀଙ୍କୁ ୧ ବର୍ଷ ଧରି କରିଚାଲିଥିଲେ ଦୁଷ୍କର୍ମ, ଅଶ୍ଳୀଳ ଭିଡିଓ…

ହରିୟାଣା : ହରିୟାଣାର ହିସାରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ଟ୍ୟୁସନ୍‌ ଶିକ୍ଷକ ନିଜ ପାଖରେ ପଢ଼ାଉଥିବା ୧୬ ବର୍ଷୀୟା ଯୁବତୀଙ୍କୁ ବ୍ଲାକ୍‌ ମେଲିଂ କରି ଦୀର୍ଘ ୧ ବର୍ଷ ଧରି କରିଚାଲିଥିଲା ଦୁଷ୍କର୍ମ । ଖାଲି ସେତିକି ନୁହେଁ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ବନାଇ କରୁଥିଲେ ବ୍ଲାକ୍‌…

ଟିକେ ତ ମାନବିକତା ଦେଖାଅ! ଭାଇର ଫିସ୍‌ ଛାଡ଼ କରିବାକୁ ଯାଇଥିବା ଯୁବତୀଙ୍କ ଇଜ୍ଜତ ଲୁଟିଲା ସ୍କୁଲ ମ୍ୟାନେଜର

କରୋନା ଲକ୍‌ଡାଉନ୍‌ ଯୋଗୁ ଏବେ ସମସ୍ତେ ଆର୍ଥିକ ଦୂରାବସ୍ଥା ଦେଇ ଗତି କରୁଛନ୍ତି। କାହା ଘରେ ଖାଇବାକୁ ନାହିଁ ଆଉ କାହା ପାଖେ ଛୁଆର ସ୍କୁଲ ଫିସ୍‌ ଭରିବାକୁ ଟଙ୍କା ନାହିଁ। ଏଭଳି ସ୍ଥିତିରେ ଭାଇର ସ୍କୁଲ ଫିସ୍‌ କାଟିବାକୁ ଅନୁରୋଧ କରିବାକୁ ଯାଇଥିବା ଜଣେ ଭଉଣୀକୁ ସ୍କୁଲ ମ୍ୟାନେଜର ସାନ୍ତ୍ୱନା…

ବର୍ଷକ ତଳେ ଅପହରଣ ହୋଇଥିବା ନାବାଳିକା ଯାଜପୁରରୁ ଉଦ୍ଧାର, ବର୍ତ୍ତମାନ ୩ମାସର ଗର୍ଭବତୀ

ଭୁବନେଶ୍ବର: ପୁଣି ଲଜ୍ଜା । ବର୍ଷକ ତଳେ ଉତ୍ତରା ଫାଣ୍ଡି ଅଞ୍ଚଳରୁ ଅପହରଣ କରାଯାଇଥିବା ନାବାଳିକା ଯାଜପୁର ମଙ୍ଗରାଜପୁର ଥାନା ଅଧୀନ ପକଟପୁର ଗ୍ରାମକୁ ଉଦ୍ଧାର । ଗତକାଲି ପୋଲିସ୍ ଉକ୍ତ ଗ୍ରାମରେ ଚଢାଉ କରି ନାବାଳିକାଙ୍କୁ ଉଦ୍ଧାର କରିଛି। ଦୁଃଖର କଥା ନାବାଳିକା ଜଣଙ୍କ ବର୍ତ୍ତମାନ ୩ ମାସର…

ମାଲକାନଗିରି: ପୋଲିସ କ୍ୟାଣ୍ଟିନ୍‌ରେ କାମ କରୁଥିବା ମହିଳାଙ୍କୁ ଦୁଷ୍କର୍ମ! ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ…

ମାଲକାନଗିରି: ପୋଲିସ କ୍ୟାଣ୍ଟିନ୍‌ରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ। ମାଲକାନଗିରି ପୋଲିସ କ୍ୟାଣ୍ଟିନ୍‌ରେ କାମ କରୁଥିବା ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରିବା ବାଟରେ ତାଙ୍କର ମୃତ୍ୟୁ ହୋଇଛି। ମହିଳା…

ସୀମା ଟପିଗଲା ଲଜ୍ଜା, ନାବାଳିକାକୁ ଦୁଷ୍କର୍ମ କରି ଗଭର୍ପାତ କରାଇଲେ ସାବତ ବାପା ଓ ଜେଜେବାପା

ପାଶବିକତାର ସବୁ ସୀମ ଟପିଗଲା ପିଶାଚ ସାବତ ବାପା ଓ ଜେଜେ। ନାବାଳିକା ଝିଅକୁ ଦୁଷ୍କର୍ମ କରି କଲେ ଗର୍ଭବତୀ ।  ଘଟଣା ଶୁଣିଲେ ଯେ କେହିବି କାନରେ ହାତଦେଇେଦେବେ। କାହିକିଁନା ଯେଉଁ ପବିତ୍ର ସମ୍ପର୍କ ସୃଷ୍ଟି ଆରମ୍ଭରୁ ଏକ ସୁସ୍ଥ ସମାଜ ଗଠନ କରିବାରେ ସହାୟକ ହୋଇଥାଏ ସେହି ସମ୍ପର୍କକୁ କଳୁଶିତ…

ସୁନ୍ଦରଗଡ଼: ଲହୁଣୀପଡ଼ା ଥାନା ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ବିବାହର ପ୍ରଲଭନ ଦେଖାଇ ନାବାଳିକାକୁ ସହ…

ସୁନ୍ଦରଗଡ଼(କେନ୍ୟୁଜ୍): ଲହୁଣୀପଡ଼ା ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ଅଭିଯୋଗ ଅନୁଯାୟୀ, ନାବାଳିକାଙ୍କ ସହ ଦେବଗଡ଼ ଜିଲ୍ଲା ବାରକୋଟ ଥାନା ମସିନ୍ତା ଗାଁର ବୀରେନ୍ଦ୍ର ସାମାଦ ବିବାହର ପ୍ରଲୋଭନ ଦେଖାଇ ଜୋରଜବରଦସ୍ତ ଶାରୀରିକ ସଂପର୍କ ରଖିଥିଲା। ଏପରିକି ଔଷଧ ଦେଇ ଗର୍ଭ ନଷ୍ଟ…

ପୁଣି ଲଜ୍ଜା, ପ୍ରଧାନଶିକ୍ଷକ ଜଙ୍ଗଲରେ କଲେ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ

ପୁଣି ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ। କୁଚିଣ୍ଡାରେ ଜଣେ ନାବାଳିକା କଲେଜ ଛାତ୍ରୀଙ୍କୁ ଦୁଷ୍ମର୍ମ ହୋଇଥିବା ଅଭିଯୋଗ ହୋଇଛି। ଗତ ୧୧ ତାରିଖରେ ଛାତ୍ରୀ ଜଣକ ବସଷ୍ଟାଣ୍ଡରୁ କଲେଜକୁ ଯାଉଥିବା ବେଳେ ଜଣେ ହାଇସ୍କୁଲ ପ୍ରଧାନଶିକ୍ଷକ ପ୍ରମୋଦ ଖର୍ସେଲ କଲେଜରେ ଛାଡ଼ିଦେବାକୁ କହିଥିଲେ।…

ଇଜ୍ଜତ ଲୁଟିଲେ ଓ ୭୫ହଜାର ଦେଲେ, ନନେବାରୁ ଭାଇରାଲ କଲେ

ଉତ୍ତର ପ୍ରଦେଶର କୃଷିି ନଗରରେ ଜଣେ ନାବାଳିକାକୁ ଦୁଷ୍କର୍ମ କରି ତାର ଭିଡିଓ ଭଇରାଲ କରିଛନ୍ତି କିଛି ଦୁର୍ବୃତ୍ତ । ଏହି ଖବର ଏକ ସ୍ଥାନୀୟ ଖବରକାଗଜରେ ପ୍ରକାଶ ପାଇବା ପରେ ସେହି ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିଲା । ଗତ ମାର୍ଚ୍ଚ ୨୨ ତାରିଖରେ କୃଷି ନଗରର ୫ ଜଣ ଯୁବକ ଏକ ଗରିବ ଘରର…

୫ ବର୍ଷର ଶିଶୁ ସହିତ ଦୁଷ୍କର୍ମ ଅଭିଯୋଗ ଆଣିଲେ ପରିବାର ଲୋକେ

ଅନୁଗୋଳ(କେନ୍ୟୁଜ୍) : ଥମିବାର ନା ନେଉନି ଅପରାଧ । ଦିନକୁ ଦିନ ବଢିଚାଲିଛି ନାରୀ ଶୋଷଣ । ଏଭଳି ଏକ ଘଟଣା ସମ୍ନାକୁ ଆସିଛି ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳରୁ । ଏଠାରେ ଏକ ୫ ବର୍ଷର ଶିଶୁକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏ ଘଟଣା ସମ୍ପର୍କରେ ଜଣାପଡିବା ପରେ ପୁଲିସ୍ ଜଣେ…