Browsing Tag

sunlight

କିପରି ପୂରଣ କରିବେ ଭିଟାମିନ୍ D ର ଅଭାବ? ସକାଳେ କରନ୍ତୁ ଏହି କାମ

ସୁସ୍ଥ ଶରୀର କିଏ ବା ନଚାହେଁ । ଋତୁ ପରିବର୍ତ୍ତନ ସହିତ ଲୋକେ ଖାଦ୍ୟପେୟରେ ମଧ୍ୟ ପରିବର୍ତ୍ତନ କରୁଛନ୍ତି । କିନ୍ତୁ କିଛି ବର୍ଷ ମଧ୍ୟରେ ଯେଉଁସବୁଥିରେ ପରିବର୍ତ୍ତନ ଆସିଛି ତାହା ଆମ ଜୀବନଶୈଳୀରେ ପ୍ରଭାବ ପକାଉଛି । ଖରାପ ଖାଦ୍ୟପେୟ ହେତୁ ଶରୀରରେ ପୋଷକ ତତ୍ତ୍ବରେ ଅଭାବ ଦେଖାଦେଉଛି ।…

ହାଡ଼କୁ ମଜୁବତ କରିବା ସହ ଅନ୍ୟାନ୍ୟ ଶାରୀରିକ ସମସ୍ୟାରୁ ମୁକ୍ତି ପାଇଁ ପ୍ରତିଦିନ ଗ୍ରହଣ କରନ୍ତୁ ସୂର୍ଯ୍ୟଙ୍କ କିରଣ,…

କୁହାଯାଏ ସକଳ ଶକ୍ତିର ଆଧାର ହେଉଛନ୍ତି ସୂର୍ଯ୍ୟ। ସୂର୍ଯ୍ୟଙ୍କ କିରଣରେ ଅନେକ ରୋଗ ଭଲ ହୋଇଥାଏ। ସମସ୍ତେ ସୁସ୍ଥ ରହିବା ପାଇଁ ଚାହୁଁଥିଲେ ପ୍ରତିଦିନ ଭୋର ସମୟରୁ ଉଠି ସୂର୍ଯ୍ୟଙ୍କ କିରଣ ପାଇବା ଉଚିତ। ଏମିତି କଲେ ଆପଣ ନିରୋଗ ରହିବେ। ତେବେ ଆପଣ ଭିଟାମିନ ଡି କଥା ଶୁଣିଥିବେ ଯାହାକି…

ସୂର୍ଯ୍ୟକିରଣ ବିନା ସୂର୍ଯ୍ୟଘଡି, ଆଉ କାର୍ଯ୍ୟକ୍ଷମ ହେବନି ଏହି ଐତିହାସିକ ସ୍ମାରକୀ

ସୂର୍ଯ୍ୟକିରଣ ବିନା ସୂର୍ଯ୍ୟଘଡି । ଏକଥା ଶୁଣି ଆପଣ ନିଶ୍ଚୟ କୌଣସି ଫିଲ୍ମ କିମ୍ବା ସିରିଏଲର ଡାଇଲଗ୍ ଭାବୁଥିବେ ନିଶ୍ଚୟ ! କିନ୍ତୁ ଜିଲ୍ଲା ପ୍ରଶାସନର ଅବହେଳା ଯୋଗୁଁ ଆଜି ଅକାମି ହୋଇଯାଇଯାଇଛି କେନ୍ଦ୍ରାପଡା ସହର ମଝିରେ ଥିବା ଶତାୟୁ ସୂର୍ଯ୍ୟଘଡି । ବ୍ରିଟିଶ ଶାସନର ସ୍ମୃତି ବହନ କରୁଥିବା…

ପ୍ରତିଦିନ ସକାଳେ କରନ୍ତୁ ଏହି କାମ, ମିଳିବ ଅନେକ ରୋଗରୁ ମୁକ୍ତି

ଡିସେମ୍ବରରେ ଅଧିକ ଶୀତ ପରେ,ଜାନୁଆରୀରେ ଉଜ୍ଜ୍ୱଳ ସୂର୍ଯ୍ୟକିରଣ ହୋଇଥାଏ । ତେବେ ପ୍ରତିଦିନ ସକାଳୁ ସୂର୍ଯ୍ୟ ଉଦ୍ଦୟ ହୋଇଥାଏ । ସେହିପରି ସୂର୍ଯ୍ୟକିରଣ ଦେଖିବା ମାତ୍ରେ ଲୋକଙ୍କ ମୁହଁରେ ସୁଖ ଦେଖାଯାଏ ଏବଂ ସେମାନଙ୍କ ଶରୀରରେ ନୂତନ ଶକ୍ତି ମିଳିଥାଏ । ଶୀତଦିନେ ସୂର୍ଯ୍ୟ କିରଣର ଅଭାବ ହେତୁ…

ସୂର୍ଯ୍ୟକିରଣ ଅଭାବରୁ ହୋଇପାରେ ଟାଇପ୍‌-୨ ଡାଇବେଟିସ୍‌

ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ପର୍ଯ୍ୟାପ୍ତ ପରିମାଣର ସୂର୍ଯ୍ୟକିରଣ ଅଭାବରୁ ଟାଇପ୍‌-୨ ଡାଇବେଟିସ୍‌ ଦ୍ରୁତ ଗତିରେ ବଢିବାରେ ଲାଗିଛି । ସୂର୍ଯ୍ୟକିରଣ ଟାଇପ୍‌-୨ ଡାଇବେଟିସ୍‌ର ଚିକିତ୍ସା ଏବଂ ଏହାକୁ ରୋକିବାରେ ସାହାଯ୍ୟ କରିଥାଏ । ଏକ ଅନୁସନ୍ଧାନରେ କିଛି ଡାଇବେଟିସ୍‌ ରୋଗୀଙ୍କୁ ୨ଟି…

ହେୟାର କଲର ଓ ଖରା ଯୋଗୁ ମଧ୍ୟ ଦେଖାଦେଇଥାଏ ସ୍କିନ୍‌ ଆଲର୍ଜି ସମସ୍ୟା, ଜାଣନ୍ତୁ ରକ୍ଷା ପାଇବା ଉପାୟ

ପ୍ରଦୂଷଣ ଯୋଗୁ ତ୍ୱଚା ରୋଗ ସହ ଜଡ଼ିତ ସମସ୍ୟା ବୃଦ୍ଧି ପାଉଛି। ସବୁ ବୟସର ଲୋକ ଏବେ ଚର୍ମ ରୋଗ ଯୋଗୁ ଚିନ୍ତିତ ଅଛନ୍ତି। ଏଥିମଧ୍ୟରୁ ଅଧିକାଂଶ ରୋଗ ଆମ ଅଜାଣତରେ ହୋଇଥାଏ। ଯେଉଁ ସବୁ ବିକାର ବା ସଂକ୍ରମଣ ମଣିଷ ତ୍ୱଚାକୁ ଅଧିକ ପ୍ରଭାବିତ କରିଥାଏ ତାହାକୁ ଚର୍ମ ରୋଗ ବୋଲି କୁହାଯାଏ। ଚର୍ମ ରୋଗର…

ସକାଳେ ୫ ମିନିଟ୍‌ କରନ୍ତୁ ସୂର୍ଯ୍ୟସ୍ନାନ, ଭଲ ହେବ ଏହିସବୁ ପୁରୁଣା ରୋଗ

ସୂର୍ଯ୍ୟ ହେଉଛନ୍ତି ଅସରନ୍ତି ଶକ୍ତିର ଉତ୍ସ। କୌଣସି ରୋଗକୁ ମୂଳରୁ ଶେଷ କରିବା କ୍ଷମତା ସୂର୍ଯ୍ୟକିରଣର ରହିଛି। ସୂର୍ଯ୍ୟକିରଣକୁ ଜୀବନ ପ୍ରଦାନକାରୀ ମଧ୍ୟ କୁହାଯାଏ। ତେବେ କଅଁଳ ଖରା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରୁଥିବା ବେଳେ ଟାଣ ଖରା ତ୍ୱଚାକୁ କଳା କରିଦିଏ। ସୂର୍ଯ୍ୟକିରଣରେ ଥିବା…