Below header
Browsing Tag

superstition

ଅନ୍ଧବିଶ୍ବାସର କୁପରିଣତି, ମହଙ୍ଗା ପଡିଲା ଢାଳ ଚିକିତ୍ସା

କନ୍ଧମାଳ : ଏକବିଂଶ ଶତାବ୍ଦୀରେ ବି ଆମ ସମାଜରୁ ଥମିବା ନାମ ନେଉ ନାହିଁ ଅନ୍ଧବିଶ୍ବାସ । ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାରେ । ପେଟବଥାରୁ ମୁକ୍ତି ପାଇବା ପାଇଁ ପିତ୍ତଳ ଢାଳରେ ଦେଶୀ ଚିକିତ୍ସା କରି ଅଡୁଆରେ ପଡିଯାଇଛନ୍ତି ବ୍ରାହ୍ମଣୀ ଗାଁର ଦେବାନନ୍ଦ ବଳିୟାର…

ସମ୍ବଲପୁର, ତନ୍ତ୍ର ପାଇଁ ସ୍ତ୍ରୀକୁ ବଳି ଦେଲା ସଇତାନ ସ୍ୱାମୀ

ସମ୍ବଲପୁର (କେନ୍ୟୁଜ୍) : ନାକଟିଦେଉଳ ହିତସରା ଗାଁରେ ଚାଞ୍ଚଲ୍ୟ । ତନ୍ତ୍ର ପାଇଁ ସ୍ତ୍ରୀକୁ ବଳି ଦେଲା ସଇତାନ ସ୍ୱାମୀ । ୫ ଦିନ ପରେ ଏହି ଘଟଣା ଲୋକଲୋଚନକୁ ଆସିଛି । ପୋଲିସ ଗାଁ ମୁଣ୍ଡ ଜଙ୍ଗଲରୁ ମହିଳାଙ୍କ ମୃତ ଦେହ ଜବତ କରିଛି । ଏହା ସହ ଅଭିଯୁକ୍ତ ସ୍ୱାମୀ ଚଗଲା ସେଠୀକୁ ଗିରଫ କରିଛି…

ମଲା ଲୋକକୁ ବଞ୍ଚାଇବାକୁ ଗୁଣିଆର ଉଦ୍ୟମ, ବଲାଙ୍ଗିର ଜିଲ୍ଲା ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ପ୍ରହସନ

ବଲାଙ୍ଗିର(କେନ୍ଯୁଜ୍) : ବିଜ୍ଞାନ ଯୁଗରେ ତନ୍ତ୍ରମନ୍ତ୍ର । ଡାକ୍ତରଖାନାରେ ଝଡ଼ାଫୁଙ୍କା । ମଲା ଲୋକକୁ ବଞ୍ଚାଇବାକୁ ଗୁଣିଆର ଉଦ୍ୟମ । ମୃତ ଲୋକଙ୍କୁ ଠିଆ କରି ପୂଜାପାଠ କରାଯାଇଛି । ଏଦୃଶ୍ୟ ବଲାଙ୍ଗିର ଜିଲ୍ଲାର । ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଏମିତି ଘଟଣା ଦେଖିବାକୁ ମିଳିଥିଲା ।…

ବାଲିଗୁଡ଼ା : ସୁସ୍ଥ ହେବା ପାଇଁ ଅନ୍ଧବିଶ୍ବାସର ସାହାରା, ଦିବ୍ୟାଙ୍ଗଙ୍କୁ ଓଲଟା ଲଟକାଇ ଦିଆଗଲା ନିଆଁ ଧାସ

ବାଲିଗୁଡ଼ା(କେନ୍ଯୁଜ୍) : ତନ୍ତ୍ର ମନ୍ତ୍ର କରି ପୂଜାର୍ଚ୍ଚନା କଲେ ଦୂର ହୋଇଯିବ ଶାରୀରିକ ଅକ୍ଷମତା । ଏଇ ବିଶ୍ବାସ ଦେଇ ଗୁଣିଆ ପୂଜାପାଠ କଲେ । ଯୁବକଙ୍କୁ ଓଲଟା ଲଟକାଇ ନିଆଁ ଧାସ ଦେଲେ । ଆଉ ପରିଣାମ ଏଇଆ ହେଲା ଯେ ଯୁବକ ଜଣକ ଭଲ ତ ହେଲେ ନାହିଁ ଓଲଟା ନିଆଁ ଚେଙ୍କ ଖାଇଲେ । ଏଭଳି…

ଡାକ୍ତରଖାନା ପରିସରରେ ଝଡାଫୁଙ୍କା : ପୋଲିସ ଓ ଡାକ୍ତରଙ୍କ ଉପସ୍ଥିତିରେ ମୃତ ମହିଳାଙ୍କୁ ବଞ୍ଚାଇବାକୁ ଉଦ୍ୟମ

ଅନୁଗୁଳ : ଡାକ୍ତରଖାନା ପରିସରରେ ଝଡାଫୁଙ୍କା । ପୋଲିସ ଆଉ ଡାକ୍ତରଙ୍କ ଉପସ୍ଥିତିରେ ମୃତ ମହିଳାଙ୍କୁ ବଞ୍ଚାଇବାକୁ ଗୁଣିଆର ଉଦ୍ୟମ । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ । ସୂଚନା ଅନୁସାରେ ବାଗଡିଆ ଗାଁର ଜଣେ ମହିଳାଙ୍କୁ ସାପ…

ନବରଙ୍ଗପୁର : ଡାହାଣୀ ସନ୍ଦେହରେ ମହିଳାଙ୍କୁ ନିସ୍ତୁକ ମାଡ଼

ନବରଙ୍ଗପୁର : ଡାହାଣୀ ସନ୍ଦେହରେ ମହିଳାଙ୍କୁ ନିସ୍ତୁକ ମାଡ଼ ଅଭିଯୋଗ । ଶାଶୂଘର ଲୋକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏହି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଳା ତେନ୍ତୁଳିଖୁଣ୍ଟି ବ୍ଲକ ଡଙ୍ଗରୀଗୁଡ଼ା ଗାଁରେ । ଗାଁର ଗୋମତି ମାଝୀ ପତେଇଗୁଡ଼ା ଗାଁର ତୁଳାରାମ ମାଝିଙ୍କୁ ବିବାହ କରିଥିଲେ । ୩ ବର୍ଷ…

ବିଜ୍ଞାନ ଯୁଗରେ ବିଶ୍ବାସ : ମୃତ ଶିଶୁକୁ ଗୁଣିଗାରେଡି କରି ବଞ୍ଚାଇବାକୁ ଉଦ୍ୟମ

କେନ୍ଦ୍ରାପଡା : ବିଶ୍ୱାସର ଅନ୍ଧଗଳିରୁ ବାହାରି ପାରୁନି ମଣିଷ । ଡାକ୍ତର ମୃତ ଘୋଷଣା କରିଥିବା ଶିଶୁକୁ ଗୁଣିଗାରେଡି କରି ବଞ୍ଚାଇବାକୁ ଉଦ୍ୟମ । ଗାଁ ଲୋକ ଗୁଣିଆକୁ ଗୋଡାଇ ଗୋଡା ପିଟିଲେ । ଏଭଳି ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଥାନା ବଳିପାଳ ଗ୍ରାମରେ । ଗାଁର ଶ୍ରୀଧର…

ଜୀବନ ଦେବାକୁ ଝଡାଫୁଙ୍କା, ହେଲେ ଉଠିଲାନି ଶବ

ବାଲେଶ୍ୱର : ସାଙ୍ଘାତିକ ଅନ୍ଧବିଶ୍ୱାସ। ସାପ କାମୁଡା ପାଇଁ ଝଡାଫୁଙ୍କା। ଗୋଟିଏ ନୁହେଁ ରାଜ୍ୟର ଦୁଇ ଦୁଇଟି ସ୍ଥାନରେ ଏପରି ଅନ୍ଧବିଶ୍ୱାସ ଦେଖିବାକୁ ମିଳିଛି। ମୃତ ଲୋକଙ୍କୁ ବଞ୍ଚାଇବା ପାଇଁ କାନରେ ଚାଲିଛି ମନ୍ତ୍ରଫୁଙ୍କା। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଗୋପୀମହନପୁର ପଞ୍ଚାୟତ…