Browsing Tag

supreme cort

ସ୍କୁଲରେ ଯୌନ ଶିକ୍ଷା ପାଠ୍ୟକ୍ରମ ଆରମ୍ଭ କରିବାକୁ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱ

ସ୍କୁଲଗୁଡିକରେ ଯୌନ ଶିକ୍ଷା ପାଠ୍ୟକ୍ରମ ଆରମ୍ଭ କରିବାକୁ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱ । ଉପଯୁକ୍ତ ଯୌନ ଶିକ୍ଷା ଓ ସଚେତନତା ଅଭାବରୁ ପିଲାମାନେ କୌତୂହଳବଶତଃ ଇଣ୍ଟରନେଟ ପ୍ରତି ଆକୃଷ୍ଟ ହେଉଛନ୍ତି । ଇଣ୍ଟରନେଟରୁ ସେମାନେ ଅବାଧ ଓ ଅବାଞ୍ଛିତ ସୂଚନା ପାଉଛନ୍ତି । ଯାହା ସେମାନଙ୍କ ମନରେ…

ସ୍ତ୍ରୀର ଧନ ଉପରେ ସ୍ୱାମୀର ବି ଅଧିକାର ନାହିଁ ! ସୁପ୍ରିମକୋର୍ଟ ଦେଲେ ଆଦେଶ

ଏବେ ଲୋକସଭା ନିର୍ବାଚନକୁ ନେଇ ଗରମ ରହିଛି ମାହୋଲ । ଏହାର ମଧ୍ୟରେ ମଙ୍ଗଳସୁତ୍ରକୁ ନେଇ ଏକ ନୂଆ ବିତର୍କ ଚାଲିଛି । ଏହି ସମୟରେ, ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ମହିଳାଙ୍କ ସ୍ତ୍ରୀଧନ ତାଙ୍କର ସମ୍ପୂର୍ଣ୍ଣ ସମ୍ପତ୍ତି ଅଟେ । ଯାହାକୁ ସେ…

ଗର୍ଭପାତ ନେଇ ସୁପ୍ରିମକୋର୍ଟଙ୍କ ମହିଳାଙ୍କୁ ପରାମର୍ଶ, ଜଣେ ଶିଶୁକୁ ଆମେ ମାରିପାରିବୁ ନାହିଁ

ଜଣେ ଶିଶୁକୁ ଆମେ ମାରିପାରିବୁ ନାହିଁ। ଏକ ମାମଲାର ଶୁଣାଣି କରି ଏମିତି କିଛି କହିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠ। ୨୬ ସପ୍ତାହର ଗର୍ଭ ନଷ୍ଟ ପାଇଁ ଜଣେ ବିବାହିତା ମହିଳାଙ୍କ ଆବେଦନର ଶୁଣାଣି କରି ଖଣ୍ଡପୀଠ ଏହା କହିବା ସହ…

ଯଦି ପିଲା ସକାଳ ୭ଟା ଠାରୁ ସ୍କୁଲ ଯାଇପାରୁଛନ୍ତି, କୋର୍ଟ କାହିଁକି ଘଣ୍ଟାଏ ପୂର୍ବରୁ ଆରମ୍ଭ ହେବ ନାହିଁ : ଜଷ୍ଟିସ ୟୁ…

ଯଦି ପିଲାମାନେ ସକାଳ ୭ ଟା ଠାରୁ ସ୍କୁଲ ଯାଇପାରିବେ ତେବେ ସୁପ୍ରିମ କୋର୍ଟ କାହିଁକି ଏକ ଘଣ୍ଟା ଆଗରୁ ଆରମ୍ଭ ହେବନାହିଁ ? ଭାରତର ଆଗାମୀ ଚିଫ ଜଷ୍ଟିସ ଜଷ୍ଟିସ ୟୁ ୟୁ ଲଲିତ ଏକ ଶୁଣାଣି ଚାଲିଥିବା ସମୟରେ ଏହି ଟିପ୍ପଣୀ ଦେଇଛନ୍ତି । ସେ ନିଜେ ଏକ ମାମଲାର ଶୁଣାଣି ଏକ ଘଣ୍ଟା ପୂର୍ବରୁ ଆରମ୍ଭ…

ଦେଶରେ ପ୍ରଥମ ଥର ଜଣେ ସମଲିଙ୍ଗୀ ଓକିଲ ହେବେ ଦିଲ୍ଲୀ ହାଇକୋର୍ଟ ଜଜ୍

ନୂଆଦିଲ୍ଲୀ : ପ୍ରଥମଥର ପାଇଁ ଜଣେ ସମଲିଙ୍ଗୀ ଆଇନଜୀବୀ ହେବେ ଦିଲ୍ଲୀ ହାଇକୋର୍ଟର ବିଚାରପତି । ବରିଷ୍ଠ ଓକିଲ ସୌରଭ କ୍ରିପାଲଙ୍କୁ ଦିଲ୍ଲୀ ହାଇକୋର୍ଟର ବିଚାରପତି କରିବାକୁ ସୁପ୍ରିମକୋର୍ଟ କଲେଜିୟମ ନିଷ୍ପତ୍ତି ନେଇଛନ୍ତି। ସବୁଠୁ ଗୁରୁତ୍ୱପୁର୍ଣ୍ଣ କଥା ହେଉଛି ସେ ଭାରତର ପ୍ରଥମ ସମଲିଙ୍ଗୀ…