Below header
Browsing Tag

supreme court of India

ସୁପ୍ରିମ୍‌କୋର୍ଟରେ ନିଯୁକ୍ତି ସୁଯୋଗ, ଅଗଷ୍ଟ ୨୮ ପୂର୍ବରୁ କରିପାରିବେ ଆବେଦନ

ସୁପ୍ରିମ୍‌କୋର୍ଟରେ ନିଯୁକ୍ତି ସୁଯୋଗ। ଉଚ୍ଚତମ ନ୍ୟାୟାଳୟରେ ବିଲ୍ଡିଂ ସୁପରଭାଇଜର ପଦ ପାଇଁ ଚାକିରି ବାହାରିଛି। ଏହି ପଦ ପାଇଁ ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀ ଅଗଷ୍ଟ ୨୮ ପୂର୍ବରୁ ଆବେଦନ କରିପାରିବେ। ଖାସ୍‌ କଥା ହେଉଛି ଏହି ନିଯୁକ୍ତି ପାଇଁ ପ୍ରାର୍ଥୀ ଅନ୍‌ଲାଇନ୍‌ରେ ନୁହେଁ ବରଂ…

ଖାରଜ ହେଲା ନିର୍ଭୟା ଦୋଷୀ ପବନର କ୍ୟୁରେଟିଭ୍‌ ପିଟିସନ୍‌, କାଲି ସକାଳେ ଦିଆଯିବ ଫାଶୀ

ନିର୍ଭୟା ଗଣଦୁଷ୍କର୍ମ ମାମଲାର ଅନ୍ୟତମ ଦୋଷୀ ପବନର କ୍ୟୁରେଟିଭ୍‌ ପିଟିସନ୍‌କୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ମଙ୍ଗଳବାର ଦିନ ପବନ ସୁପ୍ରିମକୋର୍ଟରେ ଆଉ ଏକ କ୍ୟୁରେଟିଭ୍‌ ପିଟିସନ୍‌ ଦାଖଲ କରିଥିଲା। ପିଟିସନ୍‌ରେ କୁହାଯାଇଥିଲା ଯେ ଘଟଣା ସମୟରେ ସେ ନାବାଳକ ଥିଲା ଏଣୁ ତାର ଫାଶୀଦଣ୍ଡ…

କ୍ରିପ୍‌ଟୋ କରେନ୍ସିକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଘୋଷଣା, ଏବେ ଭାରତରେ ବି ବ୍ୟବହାର କରିହେବ ବିଟ୍‌କଏନ୍‌

କ୍ରିପ୍‌ଟୋ କରେନ୍ସିକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଘୋଷଣା। ଭାରତର ସର୍ବୋଚ୍ଚ କୋର୍ଟ କ୍ରିପ୍‌ଟୋ କରେନ୍ସିକୁ ନେଇ ଶୁଣାଣି କରିବା ଅବସରରେ ଏଥିରେ ଲାଗିଥିବା ସମସ୍ତ ପ୍ରତିବନ୍ଧକକୁ ହଟାଇଦେଇଛନ୍ତି। ଏବେ ଦେଶର ସମସ୍ତ ବ୍ୟାଙ୍କ ଏହାର ନେଣଦେଣ କରିପାରିବେ। ସୂଚନାଯୋଗ୍ୟ ଯେ ୨୦୧୮ ମସିହାରେ…

ସୁପ୍ରିମକୋର୍ଟର ୬ ବିଚାରପତିଙ୍କୁ ସ୍ୱାଇନ୍‌ ଫ୍ଲୁ, ପ୍ରତିଷେଧକ ଟୀକା ନେବେ ସମସ୍ତ କର୍ମଚାରୀ

ସୁପ୍ରିମକୋର୍ଟର ଛଅ ଜଣ ଜଜ୍‌ ସ୍ୱାଇନ୍‌ ଫ୍ଲୁରେ ପୀଡ଼ିତ ହୋଇଛନ୍ତି। ଏନେଇ ଜଣାପଡ଼ିବା ପରେ ସେମାନେ ଆଉ କୋର୍ଟକୁ ଆସୁନାହାନ୍ତି। ଏନେଇ ଆଜି ଜଣେ ଜଜ୍‌ ସୂଚନା ଦେଇଛନ୍ତି। ବିଚାରପତି ଡି ଓ୍ଵାଇ ଚନ୍ଦ୍ରଚୂଡ ଅଦାଲତର କାର୍ଯ୍ୟ ଆରମ୍ଭ କରିବା ବେଳେ ସୂଚନା ଦେଇଥିଲେ ଯେ ସର୍ବୋଚ୍ଚ ଅଦାଲତର…

ହିନ୍ଦୁ ମହିଳା ଓ ମୁସଲମାନ ପୁରୁଷଙ୍କ ମଧ୍ୟରେ ବିବାହ ହେଉଛି ‘ଅବୈଧ’; ହେଲେ ସେମାନଙ୍କ ସନ୍ତାନ ‘ବୈଧ’: ସୁପ୍ରିମ୍…

ଦେଶର ସର୍ବୋଚ୍ଚ ନାୟ୍ୟାଳୟ ସୁପ୍ରିମ୍ କୋର୍ଟ କହିଛନ୍ତି ଯେ ହିନ୍ଦୁ ମହିଳା ଓ ମୁସଲମାନ ପୁରୁଷଙ୍କ ମଧ୍ୟରେ ବିବାହ ହେଉଛି, ‘ଅନିୟମିତ’ ଓ ‘ଅବୈଧ’; ହେଲେ ଏପରି ବିବାହରୁ ଜାତ ହେଉଥିବା ସନ୍ତାନ ହେଉଛି ବୈଧ। ଏଥିସହ ଏହି ପ୍ରକାର ବିବାହରୁ ଜନ୍ମ ହୋଇଥିବା ସନ୍ତାନର ପୈତୃକ ସଂପତ୍ତିରୁ ଭାଗ…