Browsing Tag

suryakumar yadav

ଦ୍ୱିତୀୟ ଟି ୨୦ ମ୍ୟାଚ ଜିତିଲା ପାଣ୍ଡ୍ୟା ବାହିନୀ, ୧୨୬ ରନରେ ଅଲଆଉଟ୍‌ ହେଲା ନ୍ୟୁଜିଲାଣ୍ଡ

ଦ୍ୱିତୀୟ ଟି୨୦ ମ୍ୟାଚ୍‌ ଜିତିଲା ପାଣ୍ଡ୍ୟା ବାହିନୀ। ନ୍ୟୁଜିଲାଣ୍ଡକୁ ରନରେ ହରାଇଲା ଭାରତ। ୧୯୨ ରନ ବିଶାଳ ସ୍କୋରକୁ ଲକ୍ଷ୍ୟ ରଖି କିଓ୍ଵି ଦଳ ନିର୍ଦ୍ଧାରିତ ୧୮.୫ ଓଭରରେ ୧୨୬ ରନ୍‌ କରି ଅଲଆଉଟ୍‌ ହୋଇଛି। ଫଳରେ ଦ୍ୱିତୀୟ ଟି୨୦ ମ୍ୟାଚ୍‌ ୬୫ ରନରେ ଜିତିନେଇଛି ଭାରତ। ଫଳରେ ଭାରତ ସିରିଜ୧-୦ରେ…

ପୁଣି ଚମକିଲେ ସୂର୍ଯ୍ୟ, ଶତକ ମାରି ନ୍ୟୁଜିଲାଣ୍ଡକୁ ଦେଲେ ୧୯୨ ରନର ଟାର୍ଗେଟ

ଆଜି ନ୍ୟୁଜିଲାଣ୍ଡ ଏବଂ ଭାରତ ମଧ୍ୟରେ ଚାଲିଛି ଦ୍ୱିତୀୟ ଟି-୨୦ ମ୍ୟାଚ୍‌। ପ୍ରଥମ ମ୍ୟାଚ୍‌ ବର୍ଷା ଯୋଗୁଁ ବାତିଲ ହେବା ପରେ ଉଭୟ ଦଳ ଆଜିର ମ୍ୟାଚରେ କଠିନ ପରିଶ୍ରମ କରୁଛନ୍ତି। ଦ୍ୱିତୀୟ ଟି-୨୦ ମ୍ୟାଚରେ ପ୍ରଥମେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । ଆଉ ନ୍ୟୁଜିଲାଣ୍ଡ…

ପଡିଆର ପ୍ରତିଟି କୋଣରେ ସଟ୍‌ ଖେଳିବାର କଳା ରଖିଛନ୍ତି ସୂର୍ଯ୍ୟକୁମାର ଯାଦବ, ଏଥିପାଇଁ ଦୁନିଆ ତାଙ୍କୁ କହୁଛି Mr. 360

ଭାରତୀୟ କ୍ରିକେଟ ଟିମ୍‌ର ଉଦୟମାନ ଷ୍ଟାର ବ୍ୟାଟସମ୍ୟାନ ହେଉଛନ୍ତି ସୂର୍ଯ୍ୟକୁମାର ଯାଦବ। ତାଙ୍କ ବ୍ୟାଟିଂରେ ସମସ୍ତ କ୍ରିକେଟ ଫ୍ୟାନ୍ସ ପାଗଳ । ଟି-୨୦ ବିଶ୍ୱକପରେ ଜିମ୍ବାେଓ୍ଵ ବିପକ୍ଷରେ ମାତ୍ର ୨୩ ବଲରେ ୭୧ ରନ୍‌ କରି ସମସ୍ତଙ୍କୁ ଚକିତ କରିଦେଇଥିଲେ। ଟିମ୍‌ ଇଣ୍ଡିଆ ବିଶ୍ୱକପରେ…

ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟିଂଙ୍କୁ ମୁଁ ପସନ୍ଦ କରେ, କିନ୍ତୁ ତାଙ୍କ ମୋ ଭିତରେ ତୁଳନା କରିବା ଠିକ୍‌ ନୁହେଁ :…

ଆଇସିସି ଟି-୨୦ ରାଙ୍କିରେ ଶୀର୍ଷ ସ୍ଥାନ ପାଇବା ପାଇଁ ପ୍ରତିଯୋଗିତା ଲାଗିରହିଛି। ପାକିସ୍ତାନ କ୍ରିକେଟର ମହମ୍ମଦ ରିଜଓ୍ଵାନ ଏବଂ ଟିମ୍‌ ଇଣ୍ଡିଆର ସୂର୍ଯ୍ୟକୁମାର ଯାଦବ ନିଜ ନିଜ ଟିମ୍‌ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ପାକିସ୍ତାନର ମହମ୍ମଦ ରିଜଓ୍ଵାନ ଗତ ମାସରେ ବାବର ଆଜମଙ୍କୁ ପଛରେ…

ମ୍ୟାଚ୍‌ ପୂର୍ବରୁ ପତ୍ନୀଙ୍କ ସହିତ ସମୟ ବିତାଇବାକୁ ପସନ୍ଦ କରନ୍ତି ସୂର୍ଯ୍ୟକୁମାର ଯାଦବ, ନିଜେ କଲେ ଖୁଲାସା

ଟିମ୍‌ ଇଣ୍ଡିଆର ଦମଦାର ବ୍ୟାଟସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦବ । ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଟି-୨୦ ମ୍ୟାଚରେ ୨୯ ରନରେ ୬୯ ରନ୍‌ କରି ବିସ୍ଫୋରକ ବ୍ୟାଟିଂ କରିଥିଲେ। ଯାହାକୁ ନେଇ ଏବେ ବେଶ ଚର୍ଚ୍ଚା। ସୂର୍ଯ୍ୟକୁମାର ୨୦୨୨ ଟି-୨୦ରେ ସବୁଠାରୁ ଅଧିକ ରନ୍‌ କରିଥିବା ଖେଳାଳି ମଧ୍ୟରେ ଅନ୍ୟତମ।…

ବିରାଟ କଲେ ସୂର୍ଯ୍ୟ ନମସ୍କାର, ସୂର୍ଯ୍ୟ କୁମାରଙ୍କ ବିସ୍ଫୋରକ ବ୍ୟାଟିଂ ଦେଖି ହେଲେ ପ୍ରଭାବିତ

ଏସିଆ କପରେ ହଂକଂ ବିପକ୍ଷରେ ମ୍ୟାଚ୍‌ ଜିତି ଟିମ୍‌ ଇଣ୍ଡିଆ ଏସିଆ କପର ସୁପର ୪ରେ ପ୍ରବେଶ କରିଛି । ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଚାଲିଥିବା ମ୍ୟାଚରେ ହଂକଂକୁ ୪୦ ରନରେ ପରାସ୍ତ କରିଥିଲା । ପ୍ରଥମ ମ୍ୟାଚରେ ପାକିସ୍ତାନ ଓ ଦ୍ୱିତୀୟରେ ହଂକଂକୁ ହରାଇବା ପରେ ଦଳ ସୁପର ୪ରେ ଏଣ୍ଟ୍ରି…

ଇନଷ୍ଟାଗ୍ରାମ ଲାଇଭ୍‌ରେ ଆସିଲେ ପନ୍ତ- ରୋହିତ- ସୂର୍ଯ୍ୟକୁମାର ଏବଂ ଚହଲ, ପନ୍ତ କହିଲେ ‘ମାହି ଭାଇଙ୍କୁ ଟିକେ ରଖ’

ଟିମ୍ ଇଣ୍ଡିଆର ୱିକେଟ୍ କିପର ଏବଂ ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତ ମଙ୍ଗଳବାର ଦିନ ଇନଷ୍ଟାଗ୍ରାମରେ ଏକ ଧମାଲ କରିଛନ୍ତି। ରିଷଭ ତାଙ୍କ ଇନଷ୍ଟାଗ୍ରାମରେ ରୋହିତ ଶର୍ମା ଏବଂ ସୂର୍ଯ୍ୟକୁମାରଙ୍କ ସମେତ ଅନେକ ଷ୍ଟାର କ୍ରିକେଟ୍ରଙ୍କ ସହ ମିଶି ଲାଇଭ୍ କରିଥିଲେ। କେବଳ ଏତିକି ନୁହେଁ ମହେନ୍ଦ୍ର ସିଂ…

‘ପୁଷ୍ପା’ ଫିଲ୍ମର ଗୀତରେ ଡ୍ୟାନ୍ସ କଲେ ସୂର୍ଯ୍ୟକୁମାର ଯାଦବ ଏବଂ ଈଶାନ କିଶନ, ଦେଖନ୍ତୁ ଭିଡିଓ

ଟିମ୍‌ ଇଣ୍ଡିଆ ଏବେ ସାଉଥ ଆଫ୍ରିକାରେ ଦିନିକିଆ ସିରିଜ ପାଇଁ ରହିଛି। ସେଠାରେ ଟେଷ୍ଟ ସିରିଜ ସରିବା ପରେ ଏବେ ଦିନିକିଆ ମ୍ୟାଚ ଖେଳାଯିବ। ଆସନ୍ତା ୧୯ ତାରିଖରୁ ସେଠାରେ ଦିନିକିଆ ସିରିଜ ଖେଳାଯିବ। ଟିମ୍‌ ଇଣ୍ଡିଆର ଦିନିକିଆ ମ୍ୟାଚ ଖେଳିବା ପାଇଁ ଖେଳାଳି ସାଉଥ ଆଫ୍ରିକା ପହଞ୍ଚି ନିଜ…

ସୂର୍ଯ୍ୟକୁମାର ଯାଦବ ଏବଂ ପୃଥ୍ବୀ ସ’ ଙ୍କୁ ଟେଷ୍ଟ ସିରିଜ୍ ପାଇଁ ଇଂଲଣ୍ଡ ଡାକରା, ବିସିସିଆଇ ଦେଲା ସୂଚନା

ଅଗଷ୍ଟ ୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ । ଏହା ପୂର୍ବରୁ ଭାରତୀୟ ଟିମର ସ୍କ୍ବାଡ୍‌ରେ ବଡ ଅଦଳବଦଳ କରାଯାଇଛି । ୩ ଜଣ ଖେଳାଳି ଆହତ ହେବା ପରେ ନୂଆ ଖେଳାଳିଙ୍କୁ ଟିମରେ ସାମିଲ କରାଯାଇଛି । ଶ୍ରୀଲଙ୍କାରେ ୨୦-୨୦ ସିରିଜ ଖେଳୁଥିବା ପୃଥ୍ବୀ ସ’ ଏବଂ…

ସୂର୍ଯ୍ଯକୁମାର ଯାଦବ ହେଲେ ନିରାଶ, ଟିମ୍ ଇଣ୍ଡିଆରେ ସ୍ଥାନ ନ ମିଳିବାରୁ ରଖିଲେ ନିଜର ପ୍ରତିକ୍ରିୟା

ଅଷ୍ଟ୍ରେଲିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇସାରିଛି। ଏପରି ଚୟନକୁ ନେଇ ନିରାଶ ହୋଇଛନ୍ତି ଆଇପିଏଲରେ କମାଲ କରିଥିବା ବ୍ଯାଟସମ୍ଯାନ ସୂର୍ଯ୍ଯକୁମାର ଯାଦବ। ଆଇପିଏଲରେ ଆକର୍ଷଣୀୟ ବ୍ୟାଟିଂ କରୁଥିବା ସୂର୍ଯ୍ୟ କୁମାର ଯାଦବଙ୍କୁ ଏହି ଗସ୍ତରେ ସ୍ଥାନ ମିଳିନାହିଁ। ବିସିସିଆଇର ଏଭଳି…

ସୂର୍ଯ୍ଯ କୁମାରଙ୍କ ପାଇଁ ମୁଁ ମୋ ୱିକେଟ ହରାଇଦେବାର ଥିଲା: ରୋହିତ ଶର୍ମା

ଆଇପିଏଲ୍ ଫାଇନାଲରେ ହୋଇଥିବା ଭୁଲରୁ ସୂର୍ଯ୍ୟକୁମାର ଯାଦବଙ୍କ ରନ୍ ଆଉଟ୍ ପାଇଁ ଦୁଃଖ ପ୍ରକାଶ କରିଛନ୍ତି ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମା। ରୋହିତ କହିଛନ୍ତି ‘ମୋତେ ତାଙ୍କ ପାଇଁ ୱିକେଟ ହରାଇଦେବାର ଥିଲା। ଏହି ମ୍ଯାଚରେ ରୋହିତ ୫୧ ବଲରୁ ୬୮ ରନ୍ କରିଥିଲେ, ଯାହା ଯୋଗୁଁ…