Browsing Tag

Sushant Singh Rajput suicide case

ସୁଶାନ୍ତଙ୍କ ବ୍ୟାଙ୍କ ଖାତାରୁ ୧୫ କୋଟି ନେଲା କିଏ? ରିୟା ଚକ୍ରବର୍ତ୍ତୀ ନୁହେଁ ତ!

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ତାଙ୍କ ବାପା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ପାଟନା ଥାନାରେ ମାମଲା ରୁଜୁ କରିଛନ୍ତି। ଏଥିରେ ସେ କହିଛନ୍ତି ଯେ ସୁଶାନ୍ତଙ୍କ ବ୍ୟାଙ୍କ ଖାତାରୁ ୧୫ କୋଟି ଟଙ୍କା ବାହାର କରାଯାଇଛି। ଏହା ପଛରେ ରିୟାଙ୍କ ହାତ ଥିବା…

ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ଉଠୁଛି ପର୍ଦ୍ଦା, ପୋଲିସ ଆଗରେ ଚାଞ୍ଚଲ୍ୟକର ତଥ୍ୟ ଦେଲେ ବଲିଉଡ ନିର୍ଦ୍ଦେଶକ…

ନିଜ ସିନେମାରେ ସୁଶାନ୍ତ ସିଂ ରାଜପୁତଙ୍କୁ ନେବାକୁ ଚାହିଁ ମଧ୍ୟ ନେଇପାରିନଥିଲେ। ମୁମ୍ବାଇର ବାନ୍ଦ୍ରା ପୋଲିସ ଆଗରେ ନିଜର ବୟାନ ରେକର୍ଡ କରାଇ ଏହା କହିଛନ୍ତି ବିଶିଷ୍ଟ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀ। ସୁଶାନ୍ତ କିଛି ପ୍ରଯୋଜନା ସଂସ୍ଥା ସହ ଚୁକ୍ତିବଦ୍ଧ ଥିବା ବେଳେ ଆଉ କିଛି ସଂସ୍ଥା…

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପୂର୍ବର ଭିଡିଓ ଭାଇରାଲ, ସତ୍ୟତା ନେଇ ସନ୍ଦେହ

ମୁମ୍ବାଇ : ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାକୁ ଦୁଇ ସପ୍ତାହ ବିତିଗଲାଣି । ତଥାପି ଚର୍ଚ୍ଚା ଥମି ନାହିଁ । ଆଜି ତାଙ୍କ ମୃତଦେହର ଭିଡିଓ ଭାଇରାଲ ହୋଇଛି । ମୃତ୍ୟୁ ପୂର୍ବରୁ ତାଙ୍କ ଆଙ୍ଗୁଠି ହଲୁଥିବା ଏବଂ ସେ ବଞ୍ଚିଥିବା ବେଳେ ତାଙ୍କୁ ଘୋଡ଼ାଇ ଦିଆଯାଉଥିବା ଭିଡିଓରେ…

ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାକୁ ନେଇ ବଢିଲା ରିହାଙ୍କ ମୁସ୍କିଲ, ବିହାରରେ ରିଆଙ୍କ ବିରୋଧରେ ମାମଲା ରୁଜୁ

ବଲିଉଡ ଅଭିନେତା ସୁଶାନ୍ତଙ୍କ ଆତ୍ମହତ୍ୟା ପରେ ବଲିଉଡର ଅନେକ ଗୁମର ଧୀରେ ଧୀରେ ଖୋଲିବାରେ ଲାଗିଛି। ସୁଶାନ୍ତଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗରେ ତାଙ୍କ ପୂର୍ବତନ ପ୍ରେମିକା ରିଆ ଚକ୍ରବର୍ତ୍ତୀଙ୍କ ନାମରେ ବିହାର କୋର୍ଟରେ ଏକ ମାମଲା ରୁଜୁ ହୋଇଛି। ମୁଜ୍ଜାଫର୍ପୁରସ୍ଥିତ ପଠାଇର…