ଆଜିର ଏହି ଖାସ୍ ଦିନରେ ଘରେ ପ୍ରସ୍ତୁତ କରନ୍ତୁ ମିଠା ଖେଚୁଡି
ଆଜି ସରସ୍ୱତୀ ପୂଜା ପର୍ବ ପ୍ରତ୍ୟେକ ସ୍ଥାନରେ ଖବୁ ଧୂମଧାମର ସହ ପାଳନ କରାଯାଉଛି। ଏହି ଅବସରରେ ଆଜି ଆପଣ ଘରେ ମିଠା ହଳଦିଆ ରଙ୍ଗର ଚାଉଳ ପ୍ରସ୍ତୁତ କରନ୍ତୁ। ଯେପରି ନିଜ ଘର ପରିବାର ସଦସ୍ୟଙ୍କ ସହ ମିଶି ଏହି ସ୍ୱାଦିଟେ ଖାଦ୍ୟର ମଜା ଉଠାଇପାରିବେ।
ଆବଶ୍ୟକୀୟ ସାମଗ୍ରୀ:
ବାସୁମତି ଚାଉଳ-…