ଇବ୍ରାହିମ୍ଙ୍କୁ ଡେଟ୍ କରୁଛନ୍ତି କି ପଲକ୍! ଝିଅର ରିଲେସନସିପ୍ ଗୁଜବକୁ ନେଇ ମୁହଁ ଖୋଲିଲେ ଶ୍ଵେତା ତିୱାରୀ
ଟିଭି ଦୁନିଆର ଲୋକପ୍ରିୟ ଅଭିନେତ୍ରୀ ଶ୍ୱେତା ତିୱାରୀ ନିଜର ସୌନ୍ଦର୍ଯ୍ୟ ଏବଂ ଷ୍ଟାଇଲିସ୍ ଲୁକ୍ ଯୋଗୁଁ ବେଶ ଜଣାଶୁଣା । ତାଙ୍କ ଝିଅ ପଲକ ତିୱାରୀ ମଧ୍ୟ ତାଙ୍କଠୁ କୌଣସି ଗୁଣରେ କମ୍ ନୁହଁନ୍ତି । ଆଜିକାଲି ସୋସିଆଲ ମିଡିଆରେ ପଲକ ବହୁତ ଲୋକପ୍ରିୟ । ନିକଟରେ ସେ ବଲିଉଡରେ ମଧ୍ୟ ଏଣ୍ଟ୍ରି…