Below header
Browsing Tag

talha

ରାସ୍ତା କଡରେ ଆରମ୍ଭ ହୋଇଯାଇଛି ତାଳ ବିକ୍ରୀ: ଆଜିବି ଖାଇବା ପାଇଁ ଗ୍ରାହକଙ୍କ ଦେଖିବାକୁ ମିଳୁଛି ଭିଡ

ଭଞ୍ଜନଗର : ଋତୁ ଅନୁସାରେ ଭିନ୍ନ ଭିନ୍ନ ପ୍ରକାରର ଫଳ,ଫୁଲ ଓ ଖାଦ୍ଯ ବଜାରରେ ବିକ୍ରୀ ହୋଇଥାଏ । ଏହି ପରିପେକ୍ଷୀରେ ଗ୍ରୀଷ୍ମ ଋତୁରେ ସବୁଠାରୁ ନିଆରା ଓ ରୁଚିକର ଫଳ ହେଉଛି ତାଳ । ଖରାଦିନେ ପିଲାଠୁ ବୁଢା ସମସ୍ତଙ୍କ ମନ ପସନ୍ଦ ଏହି ମନୋହର ଫଳ । ତେବେ ବର୍ତ୍ତମାନ ରାସ୍ତା କଡରେ ଗଛ ଛାଇ ତଳେ…