Browsing Tag

taliban government

ତାଲିବାନ ସରକାରଙ୍କ କଡା କଟକଣା: ଝିଅମାନଙ୍କଙ୍କୁ ବିଶ୍ୱବିଦ୍ୟାଳୟ ପାଠ ପଢିବା ମନା

ନୂଆଦିଲ୍ଲୀ : ତାଲିବାନ ମହିଳାଙ୍କୁ ବିଶ୍ୱବିଦ୍ୟାଳୟ ପାଠ ପଢା ମନା । ତାଲିବାନରେ ଝିଅମାନଙ୍କ ଉପରେ ଏଭଳି କଟକଣା ଲଗାଇଛି ତାଲିବାନ ସରକାର । ତାଲିବାନ୍‌ ଉଚ୍ଚ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟଗୁଡ଼ିକୁ ନୋଟିସ ହୋଇଛି। ଝିଅମାନଙ୍କ ବିଶ୍ୱବିଦ୍ୟାଳୟ ଶିକ୍ଷା…

କ୍ଷମତା ହାସଲ ପରେ ଆମେରିକାକୁ ତାଲିବାନର ନାଲିଆଖି, ଡ୍ରୋନ ଉଡ଼ାଇବାକୁ ନେଇ ଦେଲା କଡ଼ା ଚେତାବନୀ

କ୍ଷମତା ହାସଲ ପରେ ଆମେରିକାକୁ ତାଲିବାନର ନାଲିଆଖି । ଆଫଗାନିସ୍ତାନ ଏୟାରସ୍ପେସରେ ଆମେରିକାର ଡ୍ରୋନ ଉଡ଼ାଇବାକୁ ନେଇ କଡ଼ା ଚେତାବନୀ ଦେଲେ ତାଲିବାନୀ । ତୁରନ୍ତ ଏହାକୁ ବନ୍ଦ ନକଲେ ଆମେରିକାକୁ ଭୟଙ୍କର ପରିଣତି ଭୋଗିବାକୁ ପଡ଼ିବ ବୋଲି ଧମକ ଦେଇଛି ତାଲିବାନ । କୌଣସି ନକରାତ୍ମକ ପରିସ୍ଥିତିକୁ…