Browsing Tag

tamil film

ଲୋକପ୍ରିୟ ଅଭିନେତା ବିଶେଶ୍ୱର ରାଓଙ୍କ ପରଲୋକ, କ୍ୟାନସର ନେଲା ଜୀବନ

ତାମିଲ ଫିଲ୍ମର ଲୋକପ୍ରିୟ ଅଭିନେତା ବିଶେଶ୍ୱର ରାଓଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ହୋଇଥିଲା । ତେବେ ତାଙ୍କ ମୃତ୍ୟୁର କାରଣ କ୍ୟାନସର । ଅଭିନେତା ମଙ୍ଗଳବାର ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ବିଶେଶ୍ୱର ଫିଲ୍ମ ବ୍ୟତୀତ ଅନେକ ସିରିଅଲରେ ଅଭିନୟ କରି…

ଲୋକପ୍ରିୟ ତାମିଲ ଅଭିନେତା ଡାନିଏଲ ବାଲାଜୀଙ୍କ ପରଲୋକ, ୪୮ ବର୍ଷ ବୟସରେ ଆସିଲା ହାର୍ଟଆଟାକ

ତାମିଲ ଅଭିନେତା ଡାନିଏଲ ବାଲାଜୀଙ୍କ ପରଲୋକ । ଗତକାଲି ରାତିରେ ହାର୍ଟଆଟାକ ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୪୮ ବର୍ଷ ହୋଇଥିଲା । ହାର୍ଟ ଆଟାକ ଆସିବା ପରେ ତୁରନ୍ତ ତାଙ୍କୁ ଚେନ୍ନାଇର ଏକ ପ୍ରାଇଭେଟ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ…

ତାମିଲ ତଥା ହିନ୍ଦୀ ଅଭିନେତା ପବନ ସିଂଙ୍କ ଦେହାନ୍ତ, ୨୫ ବର୍ଷ ବୟସରେ ଆସିଲା ହୃଦ୍‌ଘାତ

ତାମିଲ ଇଣ୍ଡଷ୍ଟ୍ରୀ ପାଇଁ ଦୁଃଖଦ ଖବର । ଲୋକପ୍ରିୟ ହିନ୍ଦୀ ଏବଂ ତାମିଲ ଷ୍ଟାର ପବନ ସିଂଙ୍କ ହାର୍ଟଆଟାକ ଯୋଗୁଁ ମୃତ୍ୟୁ ହୋଇଛି । ମାତ୍ର ୨୫ ବର୍ଷ ବୟସରେ ମୁମ୍ବାଇ ସ୍ଥିତ ଘରେ ହୋଇଛି । ତାଙ୍କ ମୃତ୍ୟୁରେ ତାମିଲ ଇଣ୍ଡଷ୍ଟ୍ରୀକୁ ବଡ ଝଟକା ଲାଗିଛି । ପବନ କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାରେ…

ତାମିଲ ଅଭିନେତା ତଥା ଆସିଷ୍ଟାଣ୍ଟ ନିର୍ଦ୍ଦେଶକ ସରନ ରାଜଙ୍କ ଦୁର୍ଘଟଣାରେ ମୃତ୍ୟୁ, ବାଇକ୍‌ ଚଲାଇବା ବେଳେ ପିନ୍ଧିନଥିଲେ…

ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରୀର ଆସିଷ୍ଟାଣ୍ଟ ନିର୍ଦ୍ଦେଶକ ତଥା ସହ ଅଭିନେତା ସରନ ରାଜଙ୍କ କାର ଦୁର୍ଘଟଣାରେ ମୃତ୍ୟୁ ହୋଇଛି । କେକେ ନଗରରେ ଏକ କାର ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ମଦ ନିଶାରେ ଜଣେ ବ୍ୟକ୍ତି ସରନଙ୍କ ବାଇକ ଉପରେ କାର ଚଢାଇ ଦେଇଥିଲେ । ଫଳରେ ଦୁର୍ଘଟଣା…

ତାମିଲ ଅଭିନେତା ତଥା ନିର୍ଦ୍ଦେଶକ ମନୋବାଲାଙ୍କ ନିଧନ, ୬୯ ବର୍ଷ ବୟସରେ ଶେଷ ନିଶ୍ୱାସ କଲେ ତ୍ୟାଗ

ଲୋକପ୍ରିୟ ତାମିଲ ଅଭିନେତା ତଥା ନିର୍ଦ୍ଦେଶକ ମନୋବାଲାଙ୍କ ପରଲୋକ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ମନୋବାଲା ଗତ ଦୁଇ ସପ୍ତାହ ଧରି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ତେବେ ଲିଭର ସମ୍ବନ୍ଧୀୟ ରୋଗରେ ପୀଡିତ ହୋଇଥିବା ଖବର…

ନିଜର ମୃତ୍ୟୁ ଖବର ଶୁଣି ଅଭିନେତା ଦେଲେ କିଛି ଏମିତି ରିଆକ୍ସନ, ପୋଷ୍ଟ ହେଲା ଭାଇରାଲ

ତାମିଲ ସିନେମାର ଅନେକ ନାମୀଦାମୀ କଳାକାର ଅଛନ୍ତି। ସେମାନଙ୍କ ମଧ୍ୟରୁ ସିଦ୍ଧାର୍ଥ ହେଉଛନ୍ତି ଅନ୍ୟତମ। ତାମିଲର Kadhalil Sodhappuvadhu Yeppadi, Jigarthanda  ଏବଂ  Sivappu Manjal Pachai ସିନେମାରେ ସେ କାମ କରିଛନ୍ତି। ଏହାପରେ "ରଙ୍ଗ ଦେ ବସନ୍ତି" ଜରିଆରେ ସେ ବଲିଡଡ଼ରେ ପାଦ…

ଶୁଟିଂ ଶେଷ ପରେ ତାମିଲ ଅଭିନେତା ବିଜୟ ୪୦୦ କୃ ମେମ୍ବରଙ୍କୁ ଉପହାରରେ ଦେଲେ ‘ସୁନା ମୁଦି’

ତାମିଲ ଅଭିନେତା ବିଜୟ ନିଜ ଅପ୍‌କମିଙ୍ଗ୍‌ ଫିଲ୍ମ ‘ବିଗିଲ’ର ଶୁଟିଂ ଶେଷ ହେବା ଖୁସିରେ ୪୦୦ କୃ ମେମ୍ବର୍ସଙ୍କୁ ଉପହାରରେ ଦେଇଛନ୍ତି ‘ସୁନା ମୁଦି’। ଯେତେବେଳେ ମଙ୍ଗଳବାର ଦ୍ୱିପ୍ରହରରେ ଫିଲ୍ମର ଶୁଟିଂ ସିଡ୍ୟୁଲ ସରିଥିଲା, ସେତେବେଳେ ବିଜୟ ଫିଲ୍ମ ସହ ଜଡ଼ିତ ଲୋକଙ୍କୁ ମୁଦି ଗିଫ୍ଟ କରିଥିଲେ,…