Below header
Browsing Tag

tamilnadu accident

ତାମିଲନାଡୁରେ ଭୟଙ୍କର ସଡ଼କ ଦୁର୍ଘଟଣା, ୭ ମୃତ

ଭୟଙ୍କର ସଡ଼କ ଦୁର୍ଘଟଣା ହୋଇ ୭ ଜଣଙ୍କର ମୃତ୍ୟୁ ହୋଇଛି । ଏକ କାର ଏବଂ ବସ୍‌ ଜୋରଦାର ଟକ୍କର ହେବା ଫଳରେ ଦୁର୍ଘଟଣା ହୋଇଛି । ଏହି ଘଟଣାରେ ଅନେକ ଆହତ ହୋଇଥିବା ଖବର ମିଳିଛି । ଖବର ମୁତାବକ, ତିରୁବନାମଲାଇ ଜିଲ୍ଲାର ଚଙ୍ଗମ ସହର ପାଖରେ ବସ୍‌ ଷ୍ଟପ ଜାତୀୟ ରାଜପଥ ୭୭ରେ ଏସୟୁଭି ତାମିଲନାଡୁ…

ଦ୍ରୁତ ଗତିରେ ଗାଡି ଚଳାଇବା ହେଲା କାଳ: ତାମିଲନାଡୁର ବିଧାୟକଙ୍କ ପୁଅ ଓ ସ୍ତ୍ରୀଙ୍କ ସମେତ ୭ ମୃତ

ବେଙ୍ଗାଲୁରୁ(କେନ୍ଯୁଜ୍): ବେଙ୍ଗାଲୁରୁରେ ଏକ ଦୁର୍ଘଟଣାରେ ତାମିଲନାଡୁର ଜଣେ ବିଧାୟକଙ୍କ ପୁଅ, ସ୍ତ୍ରୀଙ୍କ ସମେତ ୭ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଯେ ଗତ ସୋମବାର ବିଳମ୍ବିତ ରାତି ୨ଟା ୩୦ ମିନଟ୍ ସମୟରେ ତାମିଲନାଡୁର DMKର ବିଧାୟକ ଓ୍ୱାଇ ପ୍ରକାଶଙ୍କର ପୁଅ କରୁନା ସାଗର ଓ ସ୍ତ୍ରୀ ବିନ୍ଦୁ…