ଏୟାର ଇଣ୍ଡିଆର ନୂଆ ସିଇଓ ଭାବେ ନିଯୁକ୍ତ ହେଲେ ଇଲ୍କର ଆଇସି, ପୂର୍ବରୁ ଥିଲେ ତୁର୍କୀ ଏୟାରଲାଇନ୍ସର ଅଧ୍ୟକ୍ଷ
ଇଲ୍କର ଆଇସି ହେଲେ ଏୟାର ଇଣ୍ଡିଆର ନୂଆ ସିଇଓ। ଇଲ୍କରଙ୍କୁ ଉଭୟ ସିଇଓ ଓ ଏମ୍ଡି ଭାବେ ନିଯୁକ୍ତ କରିଛି ଟାଟା ସନ୍ସ। ଇଲ୍କରଙ୍କ ନିଯୁକ୍ତି ଉପରେ ବିଚାର କରିବା ପାଇଁ ଏୟାର ଇଣ୍ଡିଆ ପକ୍ଷରୁ ସୋମବାର ଅପରାହ୍ନରେ ବୋର୍ଡ ମିଟିଂ ବସିଥିଲା। ଟାଟା ସନ୍ସର ଚେୟାରମ୍ୟାନ୍ ଏନ୍ ଚନ୍ଦ୍ରଶେଖରନ୍…