Browsing Tag

tax free

ଉତ୍ତର ପ୍ରଦେଶରେ କରମୁକ୍ତ ହେଲା ଫିଲ୍ମ ‘ଦ କେରଳ ଷ୍ଟୋରୀ’, ମୁଖ୍ୟମନ୍ତ୍ରୀ ଯୋଗୀ ମନ୍ତ୍ରୀମଣ୍ଡଳ ସହିତ ଦେଖିବେ ଫିଲ୍ମ

ବଲିଉଡ ଫିଲ୍ମ ‘ଦ କେରଳ ଷ୍ଟୋରୀ’କୁ ନେଇ ବିବାଦ ଦେଖାଦେଇଥିବା ବେଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଫିଲ୍ମଟିକୁ କରମୁକ୍ତ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଏକ ଟ୍ବିଟ୍ ପୋଷ୍ଟ୍ ଜରିଆରେ ଏହି ସୂଚନା ଦେଇଛନ୍ତି। ଯୋଗୀ ନିଜର ମନ୍ତ୍ରୀମଣ୍ଡଳ ସହିତ ସ୍ପେଶାଲ…

‘ଦମନ’ ଫିଲ୍ମ ଟ୍ୟାକ୍ସ ଫ୍ରି, ଚଳଚ୍ଚିତ୍ରକୁ କରମୁକ୍ତ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (କେନ୍ୟୁଜ): 'ଦମନ 'ଚଳଚ୍ଚିତ୍ର ପ୍ରଦର୍ଶନକୁ କରମୁକ୍ତ ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ଓଡିଶା ସରକାରଙ୍କ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ ଉପରେ ନିର୍ମିତ ଚଳଚ୍ଚିତ୍ର ଦମନ୍‌ର ପ୍ରଦର୍ଶନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂପୂର୍ଣ୍ଣ ଟିକସ ମୁକ୍ତ ଘୋଷଣା କରିଛନ୍ତି। ବାସ୍ତବ…

‘ଦ କଶ୍ମୀର ଫାଇଲ୍ସ’ ଫିଲ୍ମକୁ ଟ୍ୟାକ୍ସ ଫ୍ରି ଘୋଷଣା କଲେ ହରିୟାଣା ସରକାର

କଶ୍ମୀର ପଣ୍ଡିତଙ୍କ ପଳାୟନ ଓ ତାଙ୍କୁ ନିର୍ମମ ହତ୍ୟା ଉପରେ ଆଧାରିତ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’କୁ ହରିୟାଣା ସରକାର ଟ୍ୟାକ୍ସ ଫ୍ରି ଘୋଷିତ କରିଛନ୍ତି। ରିଲିଜ୍‌ର ପ୍ରଥମ ଦିନ ଅର୍ଥାତ୍‌ ଶୁକ୍ରବାର ହିଁ ସରକାର ଏହି ଘୋଷଣା କରିଛନ୍ତି। ଏ ନେଇ ହରିୟାଣା ସରକାର ଏକ ବିଜ୍ଞପ୍ତି ଜାରି କରିଛନ୍ତି।…

କେଜରିଓ୍ଵାଲଙ୍କ ବଡ଼ ଉପହାର: ରଣବୀର ସିଂହଙ୍କ ଫିଲ୍ମ ‘୮୩’ କୁ ଟ୍ୟାକ୍ସ ଫ୍ରି ଘୋଷଣା କଲେ ଦିଲ୍ଲୀ ସରକାର

କପିଲ ଦେବଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟ୍‌ ଟିମ୍‌ ୧୯୮୩ ମସିହାରେ ବିଶ୍ୱକପ୍‌କୁ ନିଜ ନାଁରେ କରିଥିଲା। ଏହି ଐତିହାସିକ ବିଜୟୀ ଉପରେ କବୀର ଖାନ୍‌ ଏକ ଫିଲ୍ମ ତିଆରି କରିଛନ୍ତି, ଯାହାର ନାଁ ରହିଛି ୮୩। ଡିସେମ୍ବର ୨୪ ତାରିଖରେ ୮୩ ପରଦାକୁ ଆସିବ। ତେବେ ଏହି ଫିଲ୍ମର ରିଲିଜ୍‌କୁ ନେଇ…

ଉତ୍ତରପ୍ରଦେଶ ପରେ ଦିଲ୍ଲୀରେ ଟିକସମୁକ୍ତ ହେଲା ଫିଲ୍ମ ‘ସାଣ୍ଡ କି ଆଖଁ’, ଦେଖିବାକୁ ମିଳୁଛି ଭୂମି ଏବଂ ତାପସୀଙ୍କ…

ଉତ୍ତର ପ୍ରଦେଶ ପରେ ଏବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ‘ସାଣ୍ଡ କି ଆଁଖ’ ଫିଲ୍ମକୁ ଟ୍ୟାକ୍ସ ଫ୍ରି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଟ୍ଵିଟ କରି ଏହି ସୂଚନା ଦେଇଛନ୍ତି। ଏହି ଫିଲ୍ମରେ ତାପସୀ ପାନ୍ନୁ ଏବଂ ଭୂମି ପେଡନେକର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଟ୍ୱିଟ୍ କରି…