ମହିଳାଙ୍କ ପାଇଁ Rapido ଏବଂ Uber ରେ ଯିବା ହେଲା ସୁରକ୍ଷିତ, ଆସିଲା ନୂଆ ସେପ୍ଟି ଫିଚର୍ସ
ମହିଳା ସୁରକ୍ଷା ଏକ ଗମ୍ଭୀର ପ୍ରସଙ୍ଗ । ସରକାର ଏବଂ ଅନେକ ଟ୍ୟାକ୍ସି ପ୍ରଦାନକାରୀ କମ୍ପାନୀ ଏହି ବିଷୟରେ ନିରନ୍ତର ପଦକ୍ଷେପ ନେଉଛନ୍ତି । ବାଇକ୍ କିମ୍ବା କାର୍ ଟ୍ୟାକ୍ସିରେ ଯାତ୍ରା କରିବା ସମୟରେ ମହିଳାମାନେ ସମ୍ପୂର୍ଣ୍ଣ ସୁରକ୍ଷା ପାଇପାରିବେ କି ନାହିଁ ସେଥିପ୍ରତି ମଧ୍ୟ ଧ୍ୟାନ ଦିଆଯାଉଛି…