Browsing Tag

teacher misbehaves with girl

ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ଶିକ୍ଷକ ଥାନାରେ ଅଟକ

ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଏକୁଟିଆ ଡାକି କରିଲେ ଅସଦାଚରଣ । ଆଉ ଘରେ କହିଲେ ମାରିଦେବାକୁ ଦେଲେ ଧମକ । ଜଣେ ସ୍କୁଲ୍ ଶିକ୍ଷକଙ୍କ ନାଁରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ଅଭିଯୋଗ ଆଣିଛନ୍ତି ଖୋଦ୍ ଛାତ୍ରୀଙ୍କ ମା' । ତେବେ ସବୁଠାରୁ ଦୁଃଖର ବିଷୟ ହେଉଛି ସାରଙ୍କ ଏଭଳି କାରନାମାରେ ସହାୟତା…

ଛାତ୍ରୀଙ୍କୁ ନୃତ୍ୟ ଗୁରୁଙ୍କ ଅସଦାଚରଣ ଅଭିଯୋଗ, ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

ସମ୍ବଲପୁର: ସମ୍ବଲପୁର କଳା ପରିଷଦର ଛାତ୍ରୀଙ୍କୁ ନୃତ୍ୟ ଗୁରୁଙ୍କ ଅସଦାଚରଣ ।  ନୃତ୍ୟ ଶିକ୍ଷକ ସୂର୍ଯ୍ୟ ଗୁରୁ ନିଜ ଅନୁଷ୍ଠାନର ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ନିର୍ଦ୍ଦେଶ ଦେଲେ ସମ୍ବଲପୁର ଜିଲ୍ଲାପାଳ।   ପୀଡ଼ିତା ସାମାଜିକ ଗଣ…

ଛାତ୍ରୀଙ୍କୁ ଅସଦାଚରଣ ନେଇ ଶିକ୍ଷକଙ୍କୁ ନିର୍ଦ୍ଧୁମ ଛେଚିଲେ ଅଭିଭାବକ

ରାୟଗଡ଼ା ସହରର ଇନ୍ଦିରା ନଗର 5ମ ଲେନରେ ଥିବା ପ୍ରାଥମିକ ବିଦ୍ୟାଳୟର କୋମଳ ମତି ଶିଶୁମାନଙ୍କୁ ଅସଦାଚରଣ ଅଭିଯୋଗରେ ଶିକ୍ଷକଙ୍କୁ ନିର୍ଦ୍ଧୁମ ଛେଚିଲେ ଅଭିଭାବକ । ଗତ କିଛି ଦିନ ଧରି ବିଦ୍ୟାଳୟର ଛାତ୍ରୀମାନଙ୍କୁ ନିୟମିତ ଭାବେ ଶିକ୍ଷକ ମନୋରଞ୍ଜନ ନାୟକ ଅସଦାଚରଣ କରିବ ନେଇ ଅଭିଯୋଗ ହେଉଥିଲା ।…

ବ୍ରହ୍ମପୁର କେ ସି ପବ୍ଲିକ ସ୍କୁଲରେ ଅଭାବନୀୟ ଘଟଣା, ପ୍ରଥମ ଶ୍ରେଣୀ ଛାତ୍ରୀ ସ୍କୁଲ ୟୁନିଫର୍ମ ପିନ୍ଧିନଥିବାରୁ ଉଲଗ୍ନ…

କେନ୍ୟୁଜ୍(ବ୍ୟୁରେ):   ଛାତ୍ରୀ ସ୍କୁଲ ୟୁନିଫର୍ମ ପିନ୍ଧିନଥିବାରୁ ଉଲଗ୍ନ କଲେ ଶିକ୍ଷୟିତ୍ରୀ । ବ୍ରହ୍ମପୁର କେ ସି ପବ୍ଲିକ ସ୍କୁଲରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ୟୁନିଫର୍ମ ପିନ୍ଧିନଥିବା ଯୋଗୁଁ ଶ୍ରେଣୀଗୃହରେ ସମସ୍ତ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଛାତ୍ରୀଙ୍କୁ ଉଲଗ୍ନ…

ପୁଣି ଗୁରୁ-ଶିଷ୍ୟ ପରମ୍ପରାରେ କଳଙ୍କ , ଛାତ୍ରୀଙ୍କୁ ଅସଦାଚାରଣ କରି ନିସ୍ତୁକ ମାଡ ଖାଇଲେ ଶିକ୍ଷକ

ନୟାଗଡ଼(କେନ୍ୟୁଜ୍) : ପୁଣି ଗୁରୁ-ଶିଷ୍ୟ ପରମ୍ପରାରେ କଳଙ୍କ। ଛାତ୍ରୀଙ୍କୁ ଅସଦାଚାରଣ କରି ବନ୍ଧାହେଲେ ଶିକ୍ଷକ। ନୟାଗଡ଼ ବିଜିପୁର ହାଇସ୍କୁଲର ଜଣେ ଛାତ୍ରୀଙ୍କୁ ଟ୍ୟୁସନ କରିବା ବାହାନାରେ ଶିକ୍ଷକ ଅସଦାଚାରଣ କରିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଖେଳ ଶିକ୍ଷକ ବିଶ୍ୱନାଥ…