Below header
Browsing Tag

teachers day special

ନାଟ ଶିଖେଇ ଶିଖେଇ ଭୋକିଲା ପେଟରେ କେତେ ଦିନରାତି ବିତିଯାଇଛି ତାଙ୍କର, ଏମିତି ଗୁରୁଙ୍କୁ କୋଟି ପ୍ରଣାମ

ଜୟପୁର(କେନ୍ୟୁଜ୍): ଘର ଭିତରୁ ମିଟିମିଟି ଆଲୁଅରେ ଖୋଜି ଚାଲିଛନ୍ତି ନିଜ ଅତିତର ସବୁ ସ୍ମୃତିକୁ। ଯାହା ତାଙ୍କୁ ପରିଚୟ ଦେଇଥିଲା । ନିଜ ଭବିଷ୍ଯତ ସହ ନିଜର ଶହଶହ ଶିଷ୍ଯଙ୍କୁ ସେଦିନ ତିଆରି କରିଥିଲା ଏଇ ବାଦ୍ୟ ଯନ୍ତ୍ର ସବୁ ଯାହାକୁ ସାଇତି ରଖିଛନ୍ତି । ଗୀତା ପୁରାଣ ପୋଥି ସବୁ ଆଜିବି…

ଆଜି ରାଷ୍ଟ୍ରପତି ପୁରସ୍କାର ପାଇବେ ନିମାପଡ଼ା ବାଙ୍ଗରୁସ ପଟଣାର ଶିକ୍ଷକ ଈଶ୍ୱର ଚନ୍ଦ୍ର

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ପୁରସ୍କାର ଗ୍ରହଣ କରିବେ ଈଶ୍ୱର ଚନ୍ଦ୍ର ନାୟକ । ପୁରୀ ଜିଲ୍ଲା ନିମାପଡ଼ା ବ୍ଳକର ବାଙ୍ଗରୁସ ପଟଣାରେ ତାଙ୍କ ଘର । ପ୍ରଥମ ସେ ଇଞ୍ଜିନିୟର ଭାବେ ଚାକିରୀ କରୁଥିଲେ । ପରେ ସେ ଶିକ୍ଷକତା ପାଇଁ ମନ ବଳାଇଥିଲେ । ୨୦୦୧ରେ ଗଣଶିକ୍ଷା ବିଭାଗ ପକ୍ଷରୁ ତାଙ୍କୁ…

ଗୁରୁଦିବସରେ ୪୬ ଶିକ୍ଷକ ପାଇବେ ରାଷ୍ଟ୍ରପତି ପୁରସ୍କାର, ଓଡିଶାରୁ ଜଣେ ମନୋନୀତ

କେନ୍ୟୁଜ୍(ବ୍ୟୁରୋ): ଆସନ୍ତା ସେପ୍ଟେମ୍ବର ୫ ବା ଗୁରୁଦିବସରେ ଦେଶର ୪୬ ଶିକ୍ଷକ ପାଇବେ ରାଷ୍ଟ୍ରପତି ପୁରସ୍କାର । ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ମନ୍ତ୍ରଣାଳୟ ଶିକ୍ଷକ ଦିବସରେ ଅର୍ଥାତ ପ୍ରତିବର୍ଷ ସେପ୍ଟେମ୍ବର ମାସରେ ଦେଶର ଶ୍ରେଷ୍ଠ ଶିକ୍ଷକମାନଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କରିବା…

ନିଜର ଆଖି ନାହିଁ, କିନ୍ତୁ ଭଜନ କୀର୍ତ୍ତନ ମାଧ୍ୟମରେ ଯୁବପିଢ଼ିଙ୍କୁ ଗୁରୁଜ୍ଞାନ ଦେଉଛନ୍ତି ଭଦ୍ର ଗୁରୁ

ଅଜ୍ଞାନ ଅନ୍ଧକାରକୁ ଦୂରେଇ ଆମକୁ ଜ୍ଞାନ ରୂପକ ଆଲୋକ ପ୍ରଦାନ କରନ୍ତି ଯିଏ, ସିଏ ଗୁରୁ। ଏ ସଂସାରରେ ଏମିତି ଅନେକ ଜିନିଷ ଅଛି ଯାହା ଆମେ କାହାଠୁ ନା କାହାଠୁ ଶିଖିଥାଉ। ଯିଏ କିଛି ଶିଖାଇଥାନ୍ତି ସେ ହିଁ ଗୁରୁ ବୋଲି ଭଗବାନ ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି। ସେମିତି ଜଣେ ଗୁରୁ ହେଉଛନ୍ତି…