ଏହି ନୂଆ ଆଣ୍ଡ୍ରଏଡ ଭାଇରସ ଚୋରାଇ ନେବ ଆପଣଙ୍କ ବ୍ୟାଙ୍କ ତଥ୍ୟ, ୧୮ ଟି ଭାରତୀୟ ବ୍ୟାଙ୍କକୁ କରିଛି ଟାରଗେଟ୍
ଆପଣ ସ୍ମାର୍ଟ ଫୋନ୍ ବା ଆଣ୍ଡ୍ରଏଡ ଫୋନ୍ ବ୍ୟବହାର କରୁଥିଲେ ସାବଧାନ ରୁହନ୍ତୁ। କାରଣ ବର୍ତ୍ତମାନ ଏପରି ଏକ ନୂଆ ଭାଇରସ ଆଣ୍ଡ୍ରଏଡ ଫୋନକୁ ଆଟାକ କରିବାକୁ ଯାଉଛି ଯାହା କେବଳ ଆପଣଙ୍କ ଫୋନ୍ ନୁହେଁ ଆପଣଙ୍କ ବ୍ୟାଙ୍କ୍ ଡାଟା ମଧ୍ୟ ସବୁ ଚୋରି କରିନେବ। କାରଣ ଆଣ୍ଡ୍ରଏଡ୍ ଟ୍ରୋଜାନ୍ ର ଏକ ନୂତନ…