Browsing Tag

teenager gang rape

ଜଙ୍ଗଲକୁ ଘୋଷାଡ଼ି ଘୋଷାଡ଼ି ନେଇ ଆଦିବାସୀ ନାବାଳିକାର ଲୁଟିଲେ ଇଜ୍ଜତ, ପରେ ପଥରରେ ଛେଚି କଲେ ହତ୍ୟା

ପୁଣିଥରେ ପିଶାଚ ପାଲଟିଗଲା ମଣିଷ। ଲୁଟିଲା ଝିଅର ଇଜ୍ଜତ। ୧୫ ବର୍ଷର ଏକ ଝିଅର ଶରୀରକୁ ଖିନ୍‌ଭିନ୍‌ କରି ପକାଇବା ପରେ ପ୍ରମାଣ ନଷ୍ଟ କରିବାକୁ ଶେଷରେ ନେଇଗଲେ ତା’ ଜୀବନ। ନର ରାକ୍ଷସର ଲୋଲୁପ ନଜର ଯୋଗୁ ପୁଣିଥରେ ଝଡ଼ିଗଲା ଏକ କୋମଳ ଜୀବନ। ରାଜସ୍ଥାନର ବୁନ୍ଦୀରେ ଏଭଳି ଛାତି ଥରା ଘଟଣା…