Browsing Tag

tehsildar

ହାତରେ ଲଣ୍ଠନ ଓ ବିଞ୍ଚଣା ଧରି ପ୍ରତିବାଦ, ତହସିଲଦାରଙ୍କୁ ଦେଲେ ଦାବି ପତ୍ର

ଦଶପଲ୍ଲା: ଦଶପଲ୍ଲାରୁ ଆସିଛି ଏକ ବଡ଼ ଖବର । ହାତରେ ଲଣ୍ଠନ ଏବଂ ବିଞ୍ଚଣା ଧରି ପ୍ରତିବାଦ କଲେ ଦଶପଲ୍ଲାର ବିଦୁତ୍ ଉପଭୋକ୍ତା । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ଦେଲେ ଦାବି ପତ୍ର। ଦଶପଲ୍ଲା ସହର ଓ ଆଖପାଖ ଅଞ୍ଚଳରେ ଅଘୋଷିତ ବିଜୁଳି କାଟ ଏବଂ ଲୋ ଭୋଲଟେଜକୁ ନେଇ ଅସହ୍ୟ ଗରମରେ…

ତହସିଲଦାରଙ୍କୁ ଟ୍ରାକ୍ଟର ଚଢାଇ ହତ୍ୟା ଉଦ୍ୟମ ଘଟଣା, ୭ ଗିରଫ

ଯାଜପୁର ରୋଡ଼: ତହସିଲଦାରଙ୍କୁ ଟ୍ରାକ୍ଟର ଚଢାଇ ହତ୍ୟା ଉଦ୍ୟମ ଘଟଣାରେ ୭ ଗିରଫ । ୬ ଟ୍ରାକ୍ଟର ସହ ଜେସିବି ମେସିନ ଜବତ । ଯାଜପୁର ଜିଲ୍ଲା ବ୍ୟାସନଗର ତହସିଲଦାର ପ୍ରଶାନ୍ତ କୁମାର ପଣ୍ଡାଙ୍କୁ ହତ୍ୟା ଉଦ୍ୟମ କରାଯାଇଥିଲା । ବେଆଇନ ମାଟି ଚୋରିକୁ ରୋକିବାକୁ ଯାଇଥିବାବେଳେ ଆକ୍ରମଣ କରିଥିଲେ…

ନବମ ଶ୍ରେଣୀ ଛାତ୍ରଙ୍କୁ ସ୍କୁଲରେ ନିର୍ଘାତ ମାଡ଼ ଘଟଣା, କପ୍ତିପଦା ବିଇଓ ଏବଂ ତହସିଲଦାରଙ୍କ ତଦନ୍ତ

ଉଦଳା : ନବମ ଶ୍ରେଣୀ ଛାତ୍ରଙ୍କୁ ସ୍କୁଲରେ ନିର୍ଘାତ ମାଡ଼ ଘଟଣାରେ ତଦନ୍ତ ଆରମ୍ଭ । ଆଜି କପ୍ତିପଦା ବିଇଓ ଏବଂ ତହସିଲଦାର ମୟୂରଭଞ୍ଜ କପ୍ତିପଦା ବ୍ଲକ ତାଳପୋଖରୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି । କଣ ପାଇଁ ଛାତ୍ରଙ୍କୁ ଏପରି ନିର୍ଦ୍ଦୟ ଭାବେ ମାଡ଼…

ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ, ଏଣିକି ସହଜ ହେବ ଜମି ପଟ୍ଟା ସଂଶୋଧନ

ଭୁବନେଶ୍ବର: ଏଣିକି ସହଜ ହେବ ଜମି ପଟ୍ଟା ସଂଶୋଧନ । ଜମି କିଣାବିକା ସମସ୍ୟାକୁ ଦୂର କରିବାକୁ ରାଜ୍ୟ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ପୁରୁଣା ପଞ୍ଜୀକୃତ କବଲା, ଦଲିଲ ସଂଶୋଧନ ପାଇଁ ତହସିଲଦାରଙ୍କୁ ମିଳିଲା କ୍ଷମତା । ଓଡ଼ିଶା ସର୍ଭେ ଆଣ୍ଡ ସେଟଲମେଣ୍ଟ ରୁଲସର ସଂଶୋଧନକୁ ଅନୁମୋଦନ…

ଭିଜିଲାନ୍ସ ଜାଲରେ ତହସିଲଦାର, ୨୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ମାଡି ବସିଲା ଟିମ୍

ମହାକାଳପଡ଼ା: ଭିଜିଲାନ୍ସ ଜାଲରେ ତହସିଲଦାର। କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ତହସିଲଦାର ଶିବ ମଲ୍ଲିକଙ୍କୁ ଧରିଲା ଭିଜିଲାନ୍ସ । ୨୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ମାଡି ବସିଲା ଟିମ୍ । ପେଟଛେଲା ରାଜସ୍ବ ସର୍କଲ ଗୋଜାବନ୍ଧ ଗାଁର ଅନ୍ତର୍ଯ୍ୟାମୀ ସ୍ବାଇଁଙ୍କ ଠାରୁ ଟଙ୍କା ନେଉଥିଲେ। ଟଙ୍କା…

ସରକାରୀ ଟଙ୍କା ହେରଫେର ମାମଲା: ବନ୍ଧା ହେଲେ ଜାମଦା ତହସିଲଦାର

ଝାରସୁଗୁଡ଼ା :  ମୟୁରଭଞ୍ଜ ଜାମଦା ତହସିଲଦାର ଗିରଫ । ଜାମଦା ତହସିଲଦାର ମଧୁସ୍ମିତା ସିଂଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ଇଓଡବ୍ଲୁ । ଝାରସୁଗୁଡା ବେଲପାହାଡ ମ୍ୟୁନିସିପାଲିଟିରେ ନିର୍ବାହୀ ଅଧିକାରୀ ଥିବା ବେଳେ ୪ କୋଟି ଟଙ୍କାର ସରକାରୀ ଅର୍ଥକୁ ହେରଫେର କରିଥିଲେ । ଏହି ଘଟଣାରେ ପୂର୍ବରୁ…

ନବରଙ୍ଗପୁର ତହସିଲଦାରଙ୍କ ହୃଦଘାତରେ ମୃତ୍ୟୁ

ନବରଙ୍ଗପୁର: ନବରଙ୍ଗପୁର ତହସିଲଦାର କୈଳାସ ଚନ୍ଦ୍ର ତ୍ରିପାଠୀଙ୍କର ହୃଦଘାତରେ ମୃତ୍ୟୁ ଘଟିଛି । ସକାଳେ ଛାତିରେ ଯନ୍ତ୍ରଣା ଅନୁଭବ ହେବା ପରେ ସେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହେଇଥିଲେ ସେଠାରୁ ତାଙ୍କୁ ବିଶାଖାପାଟଣାକୁ ସ୍ଥାନାନ୍ତର କରିବା ବେଳେ ଜୟପୁର ନିକଟରେ…

ଆକ୍ସନ ମୁଡରେ ଜଳେଶ୍ବର ତହସିଲଦାର, ପଶ୍ଚିମବଙ୍ଗକୁ ବାଲି ଚାଲାଣ ବେଳେ ଚଢ଼ାଉ

ଜଳେଶ୍ବର: ବାଲି ଚୋରା ଚାଲାଣ ବେଳେ ଚଢ଼ାଉ । ହାଇୱା ଗାଡି ଛାଡି ଚମ୍ପଟ ମାରିଲେ ବାଲି ମାଫିଆ । ବେଆଇନ ବାଲି ଚାଲାଣ ଉପରେ ରୋକ୍ ଲଗାଇବା ପାଇଁ ଆକ୍ସନ ମୁଡରେ ଜଳେଶ୍ବର ତହସିଲଦାର । ୬୦ ନମ୍ବର ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ଗତକାଲି ବିଳମ୍ବିତ ରାତିରୁ ଚାଲିଛି ଯାଞ୍ଚ । ୫୦ରୁ ଅଧିକ ବାଲି…

ଭିଜିଲାନ୍ସ ଜାଲରେ ତହସିଲଦାର, ୭ଟି ସ୍ଥାନରେ ଚାଲିଛି ଚଢାଉ

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ । ରେମୁଣା ତହସିଲଦାର ବିଦ୍ୟାଧର ପତିଙ୍କ ଘରେ ରେଡ୍ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଭିଯୋଗରେ ଭୁବନେଶ୍ବର ଓ ବାଲେଶ୍ବରର ୭ଟି ସ୍ଥାନରେ ଚାଲିଛି ଚଢାଉ । ରେଡ୍ ରେ ୬ DSP, ୩ ଇନ୍ସପେକ୍ଟର, ୧୦ ASIସାମିଲ ଅଛନ୍ତି । ସ୍ପେଶାଲ…

ସୀମା ଟପିଲା ଦୁର୍ବ୍ୟବହାର: ତହସିଲଦାରଙ୍କ ଗାଳିଗୁଲଜରେ ଚେତାଶୂନ୍ୟ RI, ହସ୍ପିଟାଲରେ ଭର୍ତ୍ତି

କେନ୍ଦୁଝର: ମହିଳା ଆରଆଇଙ୍କୁ ଫୋନରେ ଘଷିପୁରା ତହସିଲଦାରଙ୍କ ଗାଳିଗୁଲଜ ଅଭିଯୋଗ । ଏଥିରେ ମହିଳା ଆରଆଇ ଚେତାଶୂନ୍ୟ ହୋଇପଡ଼ିଥିଲେ । ଏନେଇ ଥାନାରେ ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ସ୍ୱାମୀ । ଅଭିଯୋଗ ଅନୁଯାୟୀ, ଗତକାଲି ସଂଧ୍ୟାରେ କେନ୍ଦୁଝର ଜିଲ୍ଲା କେଶଦୁରାପାଳ ମହିଳା ରାଜସ୍ବ…

ଚୋରା ବାଲି ଧରିବା ବେଳେ ତହସିଲଦାରଙ୍କୁ ମଡ଼ାଇଲେ ଟ୍ରାକ୍ଟର , ଅଳ୍ପକେ ବଞ୍ଚିଗଲା ଜୀବନ

ଯାଜପୁର ଟାଉନ (କେନ୍ୟୁଜ): ଚୋରା ବାଲି ଚାଲାଣ ହେଉଥିବା ସମୟରେ ତହସିଲଦାରଙ୍କୁ ଟ୍ରାକ୍ଟର ଚଢାଇ ଦେବାକୁ ଉଦ୍ୟମ କରିଥିଲେ ବାଲି ମାଫିଆମାନେ। ଏଭଳି ଘଟଣା ଘଟିଛି ଦଶରଥପୁର ବ୍ଲକ ମଂଗଳପୁର ଥାନା ଅଧିନରେ । ଏଥିନେଇ ମଂଗଳପୁର ଥାନାରେ ଦଶରଥପୁର ତହସିଲଦାର ଅବିନାଶ ବିଶ୍ୱଜିତ ସେଠୀ ଲିଖିତ ଅଭିଯୋଗ…

ଜବତ ହେଲା ତହସିଲ୍‌ଦାରଙ୍କ ୫ଟି ପ୍ୟାନ କାର୍ଡ, ସବୁଥିରେ ବାପା ଅଲଗା

ନିମାପଡା (କେନ୍ୟୁଜ): ଭିଜିଲାନ୍ସ ଜାଲରେ ପଡ଼ିଥିବା ନିମାପଡ଼ା ତହସିଲ୍‌ଦାର ରାମଚନ୍ଦ୍ର ଜେନାଙ୍କ ନାଁରେ ରହିଛି ୫ଟି ପାନ କାର୍ଡ । ୫ଟି ପାନକାର୍ଡରେ ଭିନ୍ନ ଭିନ୍ନ ନମ୍ବର ରହିଛି । ଏହାର ଯାଞ୍ଚ କରାଯାଉଛି । ଅଧିକ ତଦନ୍ତ ପାଇଁ ଆୟକର ବିଭାଗକୁ ପଠାଇଛି ଭିଜିଲାନ୍ସ । ଆଜି ଭୋରରୁ ୪ ଲକ୍ଷ ୬୫…