Below header
Browsing Tag

tejashwi yadav

ଜମି ବଦଳରେ ଚାକିରି ଦୁର୍ନୀତି: ଲାଲୁ, ଜେତସ୍ୱୀଙ୍କ ନାଁରେ ସିବିଆଇ ଦାଖଲ କଲା ଚାର୍ଜସିଟ୍‌

ଜମି ବଦଳରେ ରେଲେଓ୍ଵରେ ଚାକିରି ଦୁର୍ନୀତି ମାମଲାରେ ଲାଲୁ ପରିବାରର ସମସ୍ୟା ବଢ଼ିଯାଇଛି। ଏହି ମାମଲାରେ ଲାଲୁ ପ୍ରସାଦ ଯାଦବ, ତାଙ୍କ ପତ୍ନୀ ରାବଡି ଦେବୀ ଓ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ପ୍ରଥମରୁ ହିଁ ତଦନ୍ତର ସାମ୍ନା କରୁଛନ୍ତି। ଏବେ କେନ୍ଦ୍ରୀୟ ତଦନ୍ତ ସଂସ୍ଥା (ସିବିଆଇ) ୩…

ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ହେଲେ ବାପା, ଘରକୁ ଆସିଲା କନ୍ୟାରତ୍ନ; ଏମିତି ଶୁଭେଚ୍ଛା ଜଣାଇଲେ ଭଉଣୀ ରୋହିଣୀ…

ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ଘରେ ଖୁସିର ଲହରୀ। ତାଙ୍କ ପତ୍ନୀ ରାଜଶ୍ରୀ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ତେଜସ୍ୱୀଙ୍କ ଭଉଣୀ ରୋହିଣୀ ଆଚାର୍ଯ୍ୟ ଏହି ଖୁସି ଖବର ବିଷୟରେ ସୂଚନା ଦେଇଛନ୍ତି। ରୋହିଣୀ ଟ୍ୱିଟ୍ କରି ଲେଖିଛନ୍ତି, ‘ମୋ ଘରକୁ ଅତିଥି ଭାବରେ ନହ୍ନିପରୀ ଆସିଛି,…

ଲ୍ୟାଣ୍ଡ ଫର ଜବ୍‌ ଦୁର୍ନୀତି ମାମଲା, କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାରେ ହାଜର ହେଲେ ଭାଇ ଭଉଣୀ

ଲ୍ୟାଣ୍ଡ ଫର ଜବ୍‌ ଦୁର୍ନୀତି ମାମଲାରେ ତେଜସ୍ୱୀ ଯାବଦ ସିବିଆଇ ଏବଂ ଭଉଣୀ ମିସା ଭାରତୀ ଇଡି ଆଗରେ ଜେରା ହୋଇଛନ୍ତି । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଆଗରେ ହାଜର ହୋଇଛନ୍ତି ଲାଲୁ ଯାଦବଙ୍କର ପୁଅ-ଝିଅ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ଲାଲୁଙ୍କ ଝିଅ ମିସା ଭାରତୀ ହାଜର ହୋଇଛନ୍ତି । ସେହିପରି…

ସ୍ୱଦେଶୀ ଟିକା ନ ନେଇ ଋଷ ଭ୍ୟାକ୍‌ସିନ୍‌ Sputnik V ନେଲେ ତେଜସ୍ୱୀ ଓ ତେଜପ୍ରତାପ

ରାଜନେତା ତେଜସ୍ୱୀ ଯାଦବ ଓ ତାଙ୍କ ବଡ଼ ଭାଇ ତେଜପ୍ରସାଦ ଯାଦବ ବୁଧବାର ଦିନ କରୋନା ଟିକା ନେଇଛନ୍ତି। ଉଭୟ ପାଟଣାସ୍ଥିତ ମେନ୍ଦାନା ହସ୍ପିଟାଲରେ ଋଷ ଭ୍ୟାକ୍‌ସିନ୍‌ ସ୍ପୁଟନିକ୍‌ ଭି ଡୋଜ୍‌ ନେଇଛନ୍ତି। ବିହାରର ପୂର୍ବ ସ୍ୱାସ୍ଥ୍ୟ ମନ୍ତ୍ରୀ ତେଜ ପ୍ରତାପ ଯାଦବ ଟ୍ଵିଟ୍‌ କରି ଏହି ସୂଚନା…