Below header
Browsing Tag

tejaswi yadav

ହେଲିକପ୍ଟରରେ ମାଛଭଜା ଓ ରୁଟି ଖାଇଲେ ତେଜସ୍ୱୀ ଯାଦବ, ଭିଡିଓ ଜାରି କହିଲେ… କିଛି ଲୋକଙ୍କୁ ନିଶ୍ଚିତ ରାଗ ଲାଗୁଥିବ

ଲୋକସଭା ନିର୍ବାଚନକୁ ନେଇ ରାଜନୈତିକ ମଇଦାନରେ କଡ଼ା ଟକ୍କର ଦେଖିବାକୁ ମିଳିଛି । ସମସ୍ତ ଦଳର ନେତା ବିଭିନ୍ନ ସ୍ଥାନରେ ଜନସଭା କରି ଲୋକମାନଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ ଲାଗିପଡିଛନ୍ତି । ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଏବଂ ଗଠବନ୍ଧନର ସହଯୋଗୀ ପ୍ରାର୍ଥୀଙ୍କ ସହିତ…

ତେଜସ୍ୱୀ ଯାଦବଙ୍କ କାରକେଡ ଗାଡି ଦୁର୍ଘଟଣାଗ୍ରସ୍ତ, ଡ୍ରାଇଭର ମୃତ, ୧୦ ଆହତ

ପୂର୍ଣ୍ଣିୟାର ମୂଫାସିଲ୍‌ ଥାନା ବିଲୋରି ନିକଟରେ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ କାରକେଡର ଏକ ଗାଡି ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି । ଏମାନଙ୍କ ମଧ୍ୟରେ ୬ ଜଣ ପୋଲିସ…

ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ବିହାରର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ସମନ, ପତ୍ନୀଙ୍କ ଅସୁସ୍ଥତା…

ଚାକିରି ପାଇଁ ଜମି ଦୁର୍ନୀତି ଘଟଣାରେ ଲାଲୁଙ୍କ ପୁଅ ତଥା ବିହାରର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ହାଜର ହେବାକୁ ସମନ କରିଛି ସିବିଆଇ। ଶୁକ୍ରବାର ରାତି ପ୍ରାୟ ୧୨ଟା ୩୦ ଯାଏ ଇଡି ପକ୍ଷରୁ ତେଜସ୍ୱୀ ଓ ତାଙ୍କ ଭଉଣୀମାନଙ୍କ ଘରେ ରେଡ୍ କରିଥିଲା। ଇଡି ଅଧିକାରୀଙ୍କ ରେଡ୍‌ ପରେ ସିବିଆଇ…

ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ନୀତୀଶ କୁମାର, ତେଜସ୍ୱୀ ଯାଦବ ହେଲେ ଉପମୁଖ୍ୟମନ୍ତ୍ରୀ

ନୀତୀଶ କୁମାର ଗତକାଲି ଇସ୍ତଫା ଦେବା ପରେ ପୁଣି ୮ମ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ କରିଛନ୍ତି।ଏହା ସହିତ ଉପ-ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଛନ୍ତି ରାଷ୍ଟ୍ରୀୟ ଜନତା ଦଳ ନେତା ତେଜସ୍ୱୀ ଯାଦବ। ରାଜଭବନ ରାଜ୍ୟପାଳ ଫାଗୁ ଚୌହ୍ଵାନ ମୁଖ୍ୟମନ୍ତ୍ରୀ ପଦ ଏବଂ ଗୋପନୀୟତାର ଶପଥ ପାଠ…

ଲାଲୁଙ୍କ ଘରକୁ ଆସିବେ ନୂଆ ବୋହୂ, ଆସନ୍ତା କାଲି ତେଜସ୍ୱୀ ଯାଦବଙ୍କ ନିର୍ବନ୍ଧ

ନୂଆଦିଲ୍ଲୀ : ଆରଜେଡି ନେତା ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କ ଘରେ ବାଜିବ ସାହାନାଇ । ଅର୍ଥାତ ଲାଲୁଙ୍କ ସାନ ପୁଅ ହାତ କୁ ଦି ହାତ ହେବାକୁ ଯାଉଛନ୍ତି । ଦିଲ୍ଲୀରେ ଆସନ୍ତା କାଲି ନିର୍ବନ୍ଧ ହେବାକୁ ଯାଉଛି । ଏନେଇ ସମଗ୍ର ଲାଲୁ ପରିବାର ବର୍ତ୍ତମାନ ଦିଲ୍ଲୀରେ ଅଛନ୍ତି।…