Browsing Tag

Terrorists attack

ଜମ୍ମୁ କାଶ୍ମୀର ସେନା ଟାର୍ଗେଟରେ ୧୪ ଜଣ ଆତଙ୍କବାଦୀ, ତାଲିକା ଜାରି କଲା ଗୁଇନ୍ଦା ବିଭାଗ

ଜମ୍ମୁ କାଶ୍ମୀରର ପହଲଗାମରେ ୨୨ ଏପ୍ରିଲରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଦେଶ ଏପର୍ଯ୍ୟନ୍ତ ଭୁଲିନାହିଁ ।  ଏହି ଆକ୍ରମଣରେ ୨୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି  ।  ଏହି ଘଟଣା ପରେ ସରକାର ନିରନ୍ତର କଠୋର ପଦକ୍ଷେପ ନେଉଛନ୍ତି ଏବଂ ତଦନ୍ତ…

ଜମ୍ମୁ-କାଶ୍ମୀର: ଆତଙ୍କବାଦୀ ଆକ୍ରମଣରେ ଅବସରପ୍ରାପ୍ତ ସୈନିକ ସହିଦ, ପତ୍ନୀ ଓ ଝିଅ ଆହତ

ଜମ୍ମୁ-କାଶ୍ମୀରର କୁଲଗାମରେ ଏକ ବଡ଼ ଧରଣର ଆତଙ୍କୀ ହମଲା ହୋଇଛି । ଆତଙ୍କବାଦୀଙ୍କ ଗୁଳିରେ ଜଣେ ଅବସରପ୍ରାପ୍ତ ସୈନିକ ସହିଦ ହୋଇଛନ୍ତି । ଏଥିରେ ତାଙ୍କ ପତ୍ନୀ ଓ ଝିଅ ଆହତ ହୋଇଛନ୍ତି । ପୋଲିସ ସୂତ୍ରରୁ ପ୍ରକାଶ ଯେ ଆତଙ୍କବାଦୀମାନେ ସୋମବାର ଦ୍ଵିପ୍ରହରରେ ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲା…

ଆତଙ୍କବାଦୀଙ୍କ ଟାର୍ଗେଟରେ ଟ୍ରେନ, ବମରେ ଉଡାଇ ଦେବାକୁ ଧମକ

ଟ୍ରେନରେ ବୋମା ଭୟ । ଭାରତର ସମସ୍ତ ଟ୍ରେନ ଗୁଡିକୁ ବମରେ ଉଡାଇଦେବାକୁ ଧମକ । ଭିଡିଓ ଜାରି କରି ବୋମା ଧମକ ଦେଇଛି ହାଇପ୍ରୋଫାଇଲ ଆତଙ୍କବାଦୀ ଫରତୁଲ୍ଲାହା ଘୌରୀ । ବେଙ୍ଗାଲୁରୁ ରାମେଶ୍ବରମ କାଫେ ବିସ୍ଫୋରଣର ମାଷ୍ଟରମାଇଣ୍ଡ ଫରତୁଲ୍ଲାହା । ପାକିସ୍ତାନର ଆଇଏସଆଇ ସହଯୋଗରେ ସ୍ଲିପର ସେଲ୍…

ପୁଣି ମଣିପୁରରେ ଅଶାନ୍ତି: ଶୋଇଥିବା ବେଳେ ଯବାନଙ୍କୁ ଫାୟାରିଂ କଲେ ଆତଙ୍କବାଦୀ, ୨ ସହୀଦ

ନୂଆଦିଲ୍ଲୀ : ମଣିପୁରରେ ପୁଣି ଥରେ ଅଶାନ୍ତି ଦେଖାଦେଇଛି। ମଣିପୁରର ବିଷ୍ଣୁପୁର ଜିଲ୍ଲାର ନାରଣସେନାରେ ଫୁଟିଲା ଗୁଳି। କେନ୍ଦ୍ରୀୟ ରିଜର୍ଭ ଫୋର୍ସ ସିଆରପିଏଫ ଉପରେ ଅତର୍କିତ ଆକ୍ରମଣ କରିଛନ୍ତି କୁକୀ ଆତଙ୍କବାଦୀ । ଏଥିରେ ଦୁଇ ଯବାନ ସହୀଦ ହୋଇଥିବା ଜଣାଯାଇଛି। କେନ୍ଦ୍ରୀୟ ରିଜର୍ଭ ଫୋର୍ସର…

ଜମ୍ମୁ-କାଶ୍ମୀର: ବାରାମୁଳାରେ ହେଡ୍‌ କନଷ୍ଟେବଳଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ, ୩ ଦିନ ଭିତରେ ତୃତୀୟ ଘଟଣା

ଜମ୍ମୁ-କାଶ୍ମୀରର ବାରାମୁଳାରେ ଜଣେ ହେଡ୍‌ କନଷ୍ଟେବଳଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏଠାରେ ପୁଣି ଆତଙ୍କବାଦୀମାନେ ଏଭଳି କାଣ୍ଡ ଘଟାଇଛନ୍ତି। ଜମ୍ମୁ-କାଶ୍ମୀର ପୋଲିସର ହେଡ୍ କନଷ୍ଟେବଳ ଗୁଲାମ ମହମ୍ମଦ ଡାରଙ୍କୁ ତାଙ୍କ ଘର ନିକଟରେ ହିଁ ଆତଙ୍କବାଦୀମାନେ ଗୁଳି କରିଥିଲେ ଏବଂ ସେଠାରୁ ପଳାଇ…

ନୂଆଦିଲ୍ଲୀର ଧୌଲାକୁଆଁ ଠାରେ ପୋଲିସ ଓ ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ, ଜଣେ ଆଇଏସଆଇଏସ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ:  ନୂଆଦିଲ୍ଲୀ ସ୍ଥିତ ଢ଼ୋଲାକୁଆ ରିଙ୍ଗ ରୋଡ଼ ନିକଟ ଅଂଚଳରେ ପୋଲିସର ଏକ ସ୍ପେଶାଲ ଦଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏକ ବଡ ଧରଣର ଗୁଳିବିନିମୟ ହୋଇଛି । ଦିଲ୍ଲୀ ପୋଲିସ କମିଶିନର ପ୍ରମୋଦ ସିଂହ କୁଶବାହଙ୍କ କହିବା ଅନୁଯାୟୀ ଏହି ଏନ୍କାଉଣ୍ଟର ସମୟରେ ଜଣେ ଆଇଏସଆଇଏସ ଆତଙ୍କବାଦୀ ଧରା…

ଅଗଷ୍ଟ ୧୫କୁ ହୋଇପାରେ ‘ଲାଲ୍‌ କିଲ୍ଲା’ ଉପରେ ଆତଙ୍କବାଦୀ ଆକ୍ରମଣ, ଆଲର୍ଟ ଜାରି

ଦେଶରେ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ଜୋର୍‌ସୋରରେ ଆଗେଇ ଚାଲିଛି। ଅଗଷ୍ଟ ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ ଲାଲ୍‌ କିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିବେ। ତେବେ ଏହିଦିନ ଆତଙ୍କବାଦୀ ଆକ୍ରମଣର ସମ୍ଭାବନାକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି…