ଧନୀଙ୍କ କଳା ସାମ୍ରାଜ୍ୟର ଗୁମର ଖୋଲିଦେଲା ‘ପାଣ୍ଡୋରା ପେପର୍ସ’; ରହିଛି ସଚିନ୍ ତେନ୍ଦୁଲକର, ଅନୀଲ ଅମ୍ବାନୀଙ୍କ ନାଁ
ସାମ୍ନାକୁ ଆସିଛି ଗୁପ୍ତ ସମ୍ପତ୍ତି ରଖିଥିବା ବିଶ୍ୱର ଅନେକ ଚର୍ଚ୍ଚିତ ବ୍ୟକ୍ତିତ୍ୱଙ୍କ ନାଁ। ବେଆଇନ୍ ଉପାୟରେ ନିବେଶ ଭଳି କାର୍ଯ୍ୟରେ ଲିପ୍ତ ଥିବା ଦୁନିଆର ବଡ଼ ବଡ଼ ବ୍ୟବସାୟୀ, ଧନୀ, କ୍ରିକେଟର ତଥା ସେଲିବ୍ରିଟିଙ୍କ ଗୁମର ଖୋଲିଛି। ଫଳରେ ସେମାନଙ୍କ ପାଇଁ ଏବେ ଅଡ଼ୁଆ ବଢ଼ିଛି। ‘ପାଣ୍ଡୋରା…