Browsing Tag

the rath

ବିଜୁ ପଟ୍ଟନାୟକ ପାର୍କରେ ଆଧୁନିକ ସ୍ଥାପତ୍ୟ ‘ଦି ରଥ’ ଉଦ୍‌ଘାଟିତ, ଡିଜାଇନ୍‌ କରିଛନ୍ତି ବିଶିଷ୍ଟ ସ୍ଥପତି ନୁରୁ…

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱର ବିଜୁ ପଟ୍ଟନାୟକ ପାର୍କରେ ଆଧୁନିକ ସ୍ଥାପତ୍ୟ‘ଦି ରଥ’କୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ‘ଦି ରଥ’ – ଏକ ଇସ୍ପାତ ସ୍ଥାପତ୍ୟ କଳା । ଟାଟା ଷ୍ଟିଲ କର୍ତ୍ତୃପକ୍ଷ ଓ ବିଡିଏ ର ମିଳିତ ଉଦ୍ୟମରେ ଏହାକୁ ନିର୍ମାଣ କରାଯାଇଛି । ଏହି…