Browsing Tag

thief car stolen

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ପତ୍ନୀଙ୍କ କାର ଚୋରି, ଅଭିଯୋଗର ୬ ଦିନ ପରେ ପୋଲିସ ହାତ ଖାଲି

ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ପତ୍ନୀ ମଲ୍ଲିକା ନଡ୍ଡାଙ୍କ କାର୍ ଚୋରି ହୋଇଯାଇଛି । ଏନେଇ ଦିଲ୍ଲୀର ଏକ ଥାନାରେ ମାମଲା ରୁଜୁ ହୋଇଛି । ତାଙ୍କ ଡ୍ରାଇଭରଙ୍କ ଅଭିଯୋଗରେ ଏଫଆଇଆର ଦାୟର ହୋଇଛି । ଡ୍ରାଇଭର ଜଣକ କାର୍‌ ସର୍ଭିସିଂ ପାଇଁ ନେଇ ଯାଇଥିବା ବେଳେ କାର୍‌ ଚୋରି ହୋଇଯାଇଛି…

କାରରେ ଛୁଆକୁ ଛାଡ଼ିଥିବାରୁ ମା’କୁ ଗାଳି ଦେଲା ଚୋର, ପିଲାକୁ ଫେରାଇ ଗାଡ଼ି ନେଇ ଛୁ

ପ୍ରତିଦିନ ଖବର କାଗଜରେ ଆମେ ଚୋରି ଡକାୟତି ଖବର ନିଶ୍ଚୟ ପଢ଼ିଥାଉ। କିନ୍ତୁ ନିକଟରେ ବେଭର୍ଟନ୍‌ରେ ଏକ ଏଭଳି ଚୋରି ହେଇଛି ଯାହା ଶୁଣିଲେ ଆପଣ ବି କହିବେ ସଚ୍ଚୋଟ ଚୋର। ଏଠାରେ ଏକ ଚୋର କାର ଚୋରି କରି କିଛି ବାଟ ଯିବା ପରେ ଜାଣିବାକୁ ପାଇଥିଲା ଯେ କାରରେ ଏକ କୁନି ପିଲା ଅଛି। ଏହା ଜାଣିବା ପରେ…

ଯେସାକୁ ତେସା : ଯାଇଥିଲା ଦୋକାନ ଲୁଟିବାକୁ, ନିଜେ ଚୋରିର ଶିକାର ହୋଇଗଲା ଚୋର

‘ଯେସାକୁ ତେସା’ ଏମିତି କଥାବସ୍ତୁକୁ ତ ଆପଣ ନିଶ୍ଚୟ ଶୁଣିଥିବେ। ଯିଏ ଯେମିତି କଲେ ତାକୁ ସେମିତି କରାଯାଉ, ଯଦି କିଏ ଆମ ସହିତ କିଛି କରିଥାଏ ତାହା ସହିତ ସେମିତି କିଛି ହେଉ ବୋଲି ଆମେ କହିଥାଉ। ସେହିପରି କିଛି ଏମିତି ହୋଇଛି ଓ୍ଵାସିଂଟନର ଜଣେ ଚୋର ସହିତ। ଏଠାରେ ଜଣେ ଚୋର ରାସ୍ତା ପାର୍ଶ୍ୱରେ…