Browsing Tag

threatened to murder

କଳାହାଣ୍ଡି ଏସ୍‌ପି ବି ଗଙ୍ଗାଧରଙ୍କୁ ମାଓବାଦୀଙ୍କ ହତ୍ୟା ଧମକ

କେନ୍ୟୁଜ (ବ୍ୟୁରୋ): ଏସପିଙ୍କୁ ହତ୍ୟା ଧମକ । କଳାହାଣ୍ଡି ଏସପି ବି. ଗଙ୍ଗାଧରଙ୍କୁ ପୋଷ୍ଟରରେ ମାଓ ଧମକ ମିଳିଛି । କଳାହାଣ୍ଡି କନ୍ଧମାଳ ସୀମାନ୍ତ ଜୁରାଖମନ-ମୋହନଗିରି ଠାରେ କେକେବିଏନ ମାଓ ସଂଗଠନ ପକ୍ଷରୁ ଲାଗିଛି ପୋଷ୍ଟର । ଯେଉଁଥିରେ କଳାହାଣ୍ଡି ସୀମାନ୍ତରେ କମ୍ବିଂ ଅପରେସନ ବନ୍ଦ…