ଚିଠି ଲେଖିଲେ କେଜ୍ରିଓ୍ଵାଲ, ‘ମୁଁ ପ୍ରତିଦିନ ଇନ୍ସୁଲିନ ମାଗୁଛି, ରାଜନୈତିକ ଚାପରେ ମିଛ କହିଛନ୍ତି ତିହାର ପ୍ରଶାସନ’
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତିହାର ଜେଲ ସୁପରିଟେଣ୍ଡେଣ୍ଟଙ୍କୁ ଚିଠି ଲେଖିଛନ୍ତି । ଆମ୍ ଆଦ୍ମୀ ପାର୍ଟି ସୂତ୍ରରୁ ପ୍ରକାଶ ଯେ ସିଏମ୍ କେଜ୍ରିୱାଲ ଚିଠିରେ ଲେଖିଛନ୍ତି, ‘ଖବରକାଗଜରେ ମୁଁ ଆପଣଙ୍କ ବୟାନ ପଢ଼ିଲି । ଏହି ବୟାନ ସମ୍ପୂର୍ଣ୍ଣ ଭୁଲ୍ । ଆପଣଙ୍କ ମିଥ୍ୟା ବୟାନ…