Browsing Tag

tips for rainy season

ବର୍ଷାଦିନେ ଆପଣାନ୍ତୁ ଏହି ଉପାୟ, ନଚେତ ମ୍ୟାଲେରିଆ ଜଣ୍ଡିସ୍ ରୋଗରେ ପଡିପାରନ୍ତି ଆପଣ

ସବୁ ଋତୁ ମାନଙ୍କ ମଧ୍ୟରେ ବର୍ଷା ଋତୁ ଅନ୍ୟତମ । ଏହି ଋତୁର ଅଲଗା ଏକ ପରିଚୟ ରହିଛି । ଏହି ଋତୁରେ ଜୀବଜଗତ ସଜୀବ ହୋଇ ଉଠେ ଓ ସାରା ପରିବେଶ ସବୁଜମୟ ହୋଇଯାଇଥାଏ । ଚାଷୀମାନେ ଦୀର୍ଘ ଦିନ ହେଲା ଅନେଇ ବସିଥାନ୍ତି ମୌସୁମୀକୁ । ତେବେ ଏହି ସବୁ ଭିତରେ ବର୍ଷା ଦିନ ଆସିଥାଏ ସତ ହେଲେ ଏହା ଅନେକ…

୧୫ମିନିଟରେ ଓଦା କପଡ଼ା ହୋଇଯିବ ଶୁଖିଲା

ବର୍ଷା ଦିନରେ ସବୁଠୁ ବଡ଼ ଟେନସନ କଣ ଜାଣିଛନ୍ତି ? ଓଦା କପଡ଼ା ନଶୁଖିବା। ଏବେ ତ ପ୍ରାୟ ସବୁ ସ୍ଥାନରେ ପିନ୍ଧା ଲୁଗାକୁ ଶୁଖାଇବା ପାଇଁ ଛାତ ଉପରକୁ ଲୋକ ଯାଉଛନ୍ତି। କମ ଜାଗା କାରଣରୁ ତଳେ ଶୁଖାଇ ହେଉନାହିଁ। ଆଉ ତା ଠୁ ବଡ଼ କଷ୍ଟ ହେଉଛି ଯଦି ବର୍ଷା ଆରମ୍ଭ ହୁଏ ପୁଣି ଥରେ ଛାତକୁ ଯାଅ ସେସବୁୁକୁ…

ରୋଷେଇ ଘର ଟିପ୍ସ: ବର୍ଷାଋତୁରେ ଜକେଇ ଯାଉଛି କି ଲୁଣ, ଚିନି; ଆଜି ହିଁ ଟ୍ରାଏ କରନ୍ତୁ ଏହି ଟିପ୍ସ

ବର୍ଷାଋତୁ ଆରମ୍ଭ ହେଉ ହେଉ ରୋଷେଇ ଘରେ ରହିଥିବା ଲୁଣ, ଚିନି ଆଦି ଜକେଇ ଯାଇଥାଏ। ପ୍ୟାକେଟରେ ଥିବା ବିସ୍କୁଟ ସେମେଟା ହୋଇଯାଉଥିବା ବେଳେ ମସଲାଗୁଣ୍ଡ ଆର୍ଦ୍ରତା ସଂସ୍ପର୍ଶରେ ଆସି ବିଣ୍ଡା ବିଣ୍ଡା ହୋଇଯାଏ, ଯେଉଁ କାରଣରୁ ଗୃହିଣୀମାନେ ନାନାଦି ସମସ୍ୟାରେ ପଡ଼ିଥାଆନ୍ତି। ଏଥିପାଇଁ ଏହା ଜାଣିବା…

ବର୍ଷାଦିନରେ ସୁସ୍ଥ ରହିବା ପାଇଁ ବାରଣ କରନ୍ତୁ ଏହି ସବୁ ଖାଦ୍ୟ

ଚାଲିଛି ବର୍ଷା ଋତୁ। ବର୍ଷା ଦିନ ପ୍ରାୟ ସମସ୍ତଙ୍କୁ ପସନ୍ଦ। କିନ୍ତୁ ଏହି ମାସରେ ଅନେକ ପ୍ରକାର ରୋଗ ଦେଖାଯାଏ। ଲୋକମାନେ ବର୍ଷା ଦିନରେ ଟିକେ ଅସାବଧାନତା ହେଲେ ରୋଗ ତାଙ୍କୁ ଗ୍ରାସି ପକାଏ। ବିଶେଷ କରି ଏହି ମାସରେ  ରୋଗ ବେଶି ମାତ୍ରାରେ ଶରୀରକୁ ପ୍ରଭାବିତ କରିଥାଏ। ତେଣୁ ଏହି ସମୟରେ ନିଜକୁ…

ବର୍ଷାଦିନେ ନିଜ ତ୍ବଚାର ଯତ୍ନ ନିଅନ୍ତୁ ଏପରି, ଦେଖାଯିବେ ଆହୁରି ସୁନ୍ଦର

ଏବେ ବର୍ଷା ଆରମ୍ଭ ହୋଇଯାଇଛି। ଆଉ ଏହି ସମୟରେ ଘରୁ ବାହାରିବାରେ ବହୁତ ସମସ୍ୟା ହୋଇଥାଏ। ବର୍ଷାଦିନରେ ଆମକୁ ବହୁତ ସତର୍କତାର ସହିତ ଚଳିବାକୁ ପଡିଥାଏ। କାରଣ ଏହି ସମୟରେ ଅଧିକ ରୋଗ ହେବାର ଆଶଙ୍କା ରହିଥାଏ। ବର୍ଷା ଦିନରେ ଆମକୁ ନିଜ ତ୍ୱଚା ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ। ଜାଣନ୍ତୁ…