Browsing Tag

tips

ଶୀତ ଦିନରେ ବୁଲିବାର ପ୍ଲାନିଂ କରୁଛନ୍ତି କି ? ଭୁଲରେ ଏହିସବୁ ଜିନିଷକୁ କରନ୍ତୁ ନାହିଁ ଅଣଦେଖା

ଧୀରେ ଧୀରେ ଶୀତଦିନର ଆଗମନ ହେଉଛି। ଶୀତଦିନେ ଆସିବା ମାତ୍ରେ ଶାରୀରିକ ଅସୁସ୍ଥତା ଲାଗୁଥିବା ସତ୍ତ୍ୱେ ଲୋକମାନେ ଏହି ଦିନକୁ ଭଲପାଆନ୍ତି। ଏପରି ଦିନରେ ସାଙ୍ଗ, ବନ୍ଧୁ ଏବଂ ପରିବାର କିମ୍ବା ପାଟର୍ନରଙ୍କ ସହିତ ଟ୍ରିପ୍‌ରେ ଯିବାକୁ ଯାଉଛନ୍ତି। ତେବେ ଅନେକ ଜିନିଷ ଧ୍ୟାନରେ ରଖିବାକୁ ପଡିଥାଏ।…

ଚାଣକ୍ୟଙ୍କ ଅମୃତ ବାଣୀ ଆପଣାନ୍ତୁ, ଏକ ସୁସ୍ଥ ଜୀବନ ଅତିବାହିତ କରନ୍ତୁ

ଆଜିର ବ୍ୟସ୍ତ ବହୁଳ ଜୀବନ ଭିତରେ ଆମେ ନିଜ ଶରୀର ପ୍ରତି ସେତେଟା ଧ୍ୟାନ ଦେଇପାରି ନଥାଉ । ତେଣୁ କରି ଦିନ କୁ ଦିନ ଶରୀର ମଧ୍ୟରେ ରୋଗର ମାତ୍ରା ବଢ଼ିବାରେ ଲାଗିଛି  କିନ୍ତୁ ଯଦି ଜ୍ଞାନୀ ଚାଣକ୍ୟଙ୍କ ଦ୍ୱାରା ପ୍ରଦତ୍ତ କିଛି ଅମୁଲ୍ୟ କଥା କୁ ଆପଣେଇ ପାରିବା ତେବେ ନିଶ୍ଚିତ ରୂପେ ଆମେ ଏକ…

ପୁଅମାନେ ଜଲ୍‌ଦି ଦାଢ଼ି ବଢ଼େଇବାକୁ ଚାହୁଁଛନ୍ତି ଯଦି ଆପଣାନ୍ତୁ ଏହି ସହଜ ଉପାୟ

ଷ୍ଟାଇଲିଶ୍‌ ଲୁକ୍‌ ଦେବାରେ କେବଳ ଝିଅମାନେ ନୁହେଁ, ପୁଅମାନେ ମଧ୍ୟ ବେଶ୍‌ ଆଗରେ ରହୁଛନ୍ତି। ନିଜକୁ ଅଲଗା ଅନ୍ଦାଜରେ ରିପ୍ରେଜେଣ୍ଟ କରିବା ପାଇଁ ଭିନ୍ନ ଭିନ୍ନ ତରିକା ସବୁ ଆପଣାଉଛନ୍ତି। କିନ୍ତୁ ଆଜିକାଲି ସେମାନଙ୍କ ଷ୍ଟାଇଲ୍‌ ଷ୍ଟେଟ୍‌ମେଣ୍ଟ ପାଲଟିଯାଇଛି ଦାଢ଼ି। ଅନେକ ଯୁବକ ବଡ଼ ବଡ଼ ଦାଢ଼ି…

ରାତିରେ ଗାଡି ଚଲାଇବା ବେଳେ ଏହି ସବୁ କଥା ଉପରେ ରଖନ୍ତୁ ଧ୍ୟାନ, ଦୁର୍ଘଟଣାରୁ ବଞ୍ଚିଯାଇପାରେ ଆପଣଙ୍କ ଜୀବନ

ଅଧିକାଂଶ ଲୋକ ରାତିରେ ଡ୍ରାଇଭିଂ କରିବା ବହୁତ ପସନ୍ଦ କରିଥାନ୍ତି। ଅଳ୍ପ ବାଟ ଯିବା କଥା ତ ସାଧାରଣ କଥା କିନ୍ତୁ ଯଦି ଆପଣ ଅଧିକ ବାଟ ଯାତ୍ରା କରିଥାନ୍ତି ତେବେ ଅନେକ ଜିନିଷ ଉପରେ ଧ୍ୟାନ ରଖିବାକୁ ପଡିଥାଏ। ଆପଣଙ୍କ ଅସାବଧାନତା ଯୋଗୁଁ ବଡ ଦୁର୍ଘଟଣା ଘଟିପାରେ। ଠିକ୍‌ ଭାବେ ନିଦ ପୂରଣ…

ଡ୍ରାଏ ସ୍କିନ ପାଇଁ ଚିନ୍ତିତ ଥିଲେ, ଏହି ୫ଟି ଦିଗ ପ୍ରତି ସତର୍କ ରୁହନ୍ତୁ

ଶୁଷ୍କ ତ୍ୱଚାର ସୁରକ୍ଷା କରିବା ଏତେଟା ସହଜ ନୁହେଁ। ବେଳେ ବେଳେ ଏମିତି ହୁଏ ଯେତେ ମଇଶ୍ଚରାଇଜର,ତେଲ, କ୍ରିମ ଆଦି ବ୍ୟବହାର କଲେ ମଧ୍ୟ ସେମିତି କିଛି ପରିବର୍ତ୍ତନ ଦେଖାଦେଇନଥାଏ । ନଚେତ ଯଦିବା କିଛି ପରିବର୍ତ୍ତନ ଆସିଥାଏ ତାହା ସ୍ୱଳ୍ପ ସମୟ ପାଇଁ । ଋତୁ ପରିବର୍ତ୍ତନ ଯୋଗୁଁ ମଧ୍ୟ ଶୁଷ୍କ…

ଗର୍ଭାବସ୍ଥାରେ ଭୋଗୁଛନ୍ତି କି ଏହି ଅସୁବିଧା, ଜାଣନ୍ତୁ କିପରି ପାଇବେ ଏଥିରୁ ମୁକ୍ତି

ଗର୍ଭାବସ୍ଥା ସମୟରେ ମହିଳାମାନଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିଥାଏ। ଏମିତିରେ ମହିଳାମାନଙ୍କୁ ନିଜ ପ୍ରତି ଏବଂ ଶିଶୁ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିଥାଏ। ଔଷଧ ସହିତ ପୁଷ୍ଟିକର ଖାଦ୍ୟପେୟ ସହ ବ୍ୟାୟାମ କରିବା ଉଚିତ। ଏହି ସମୟରେ ମହିଳାମାନଙ୍କୁ ବାନ୍ତି ଲାଗିବା, ଅଣ୍ଟା ଦରଜ…

କ’ଣ ଆପଣ ସବୁବେଳେ କଥା ଭୁଲି ଯାଉଛନ୍ତି କି, ତେବେ ଆସନ୍ତୁ ଜାଣିବା କିପରି ବଢାଇବେ ସ୍ମରଣ ଶକ୍ତି

ଜୀବନରେ ସବୁକିଛି ପାଇଯିବା ଆଶାରେ ଅନେକ ଲୋକ ଦିନରାତି କାମ କରିବାକୁ ପଛାଉନାହାନ୍ତି। ଦରକାର ଠାରୁ ଅଧିକ କାମ କରିବା ଏବଂ ଚିନ୍ତାରେ ରହିବା ଯୋଗୁଁ ମନୁଷ୍ୟ ମସ୍ତିଷ୍କ ଉପରେ ପ୍ରଭାବ ପଡିଥାଏ। କାମ ପ୍ରେସର ଏବଂ ଚିନ୍ତା ଯୋଗୁଁ ମନୁଷ୍ୟ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପଡିଥାଏ ଏବଂ ମଣିଷ…

କ୍ଷୀରରେ ମିଶାନ୍ତୁ ଲୁଣ : ଏପରି ବ୍ୟବହାର କରି ଚମକାନ୍ତୁ ନିଜ ହାତ,ଗୋଡ଼ ଏବଂ ବେକ

ଆମେ ସମସ୍ତେ ନିଜ ଚେହେରାକୁ ନେଇ ସବୁବେଳେ ସଜାଗ ଥାଉ। ଏଥିପାଇଁ ଛୁଟିଦିନରେ ଆମେ ନିଜେ ସ୍କ୍ରବ କରିବାକୁ ପସନ୍ଦ କରିଥାଉ ଏବଂ ବେଳେବେଳେ କ୍ଲିନ ଅପ ମଧ୍ୟ କରିଥାଉ। ସାଧାରଣତଃ ନିଜ ଚେହେରା ପାଇଁ ଆମେ ଯେତିକି ଯତ୍ନବାନ ଥାଉ ସେତିକି ନିଜ ହାତ, ଗୋଡ଼ ଉପରେ ଧ୍ୟାନ ଦେଇନଥାଉ । ସୂର୍ଯ୍ୟଙ୍କ…

ଆପଣଙ୍କ ସ୍ମାର୍ଟଫୋନକୁ କରନ୍ତୁ ଆହୁରି ସ୍ମାର୍ଟ, ସୁରକ୍ଷିତ ରଖିବା ପାଇଁ ଆପଣାନ୍ତୁ ଏହି ଟିପ୍ସ

ଆଜିକାଲି ବହୁତ ଏପରି ଆପ୍ସ ଆସୁଛି ଯାହାକି ଆପଣଙ୍କ ମୂଲ୍ୟବାନ ଡାଟା ଚୋରିକରି ନେଇଯାଉଛି ନଚେତ ଆପଣଙ୍କ ବିନା ଅନୁମତିରେ ହିଁ ଡାଟା ଆକ୍ସେସ କରିଦେଉଛି। ଏପରି ସ୍ଥଳେ ଯଦି ଆପଣ ଏହି ସମସ୍ୟାର ସମାଧାନ ଚାଁହୁଛନ୍ତି କିମ୍ବା ଆପଣଙ୍କ ଫୋନ୍କୁ ସୁରକ୍ଷିତ ରଖିବାକୁ ଚାଁହୁଛନ୍ତି ତାହେଲେ ଆପଣ କିଛି…

ଯଦି ଏହି ୧୫ କଥାକୁ ଗଣ୍ଠି ପକାଇ ରଖିବେ, ତେବେ ଜୀବନର କୌଣସି ଇତିହାସରେ ବି ହେବେ ନାହିଁ ଫେଲ୍

ଶିଖିବା ଏବଂ ଶିଖାଇବାର ନାଁ ହି ତ ଜୀବନ । ଏହାକୁ ଯେତିକି ଜିଇଁବେ ସେତିକି ଶିଖାଇବ । କେବେ ଝୁଣ୍ଟାଇ ତଳେ ପକାଇବ ତ କେତେବେଳେ ହାତ ଧରି ଉଠାଇ ଦେବ । ବହୁତ କିଛି ଶିଖାଇଦେଇଥାଏ ଜୀବନ । ଆସନ୍ତୁ ଜାଣିବା ଜୀବନର ଏମିତି ଶିକ୍ଷା ଯାହାକୁ ସମସ୍ତେ ଶିଖିବା ଉଚିତ୍ । - ନିଜ ଲକ୍ଷ ବିଷୟରେ…

ପ୍ରଥମ ଥର ଯୋଗ କରିବା ପୂର୍ବରୁ ଜାଣିନିଅନ୍ତୁ ଏହି ଗୁରୁତ୍ବପୂର୍ଣ୍ଣ କଥା, ନଚେତ୍ ଛୋଟ ଭୁଲ୍ ପଡିପାରେ ଭାରି

ଧୀରେ ଧୀରେ ବଢିଚାଲିଛି ଯୋଗର ଚାହିଦା । ଲୋକମାନେ ନିଜକୁ ଯୋଗ ମାଧ୍ୟମରେ ଆଧ୍ୟାତ୍ମ ସହ ଯୋଡି ହେବା ପାଇଁ ମାର୍ଗ ଖୋଜୁଛନ୍ତି । ବଲିଉଡଠଉ ଆରମ୍ଭ କରି ହଲିଉଡ୍ ସେଲିବ୍ରିଟି ସମସ୍ତେ ମାନସିକ ଏକ ଶାରୀରିକ ସ୍ତରରେ ଫିଟ୍ ରହିବା ପାଇଁ ଯୋଗର ସାହାରା ନେଉଛନ୍ତି । ତେବେ ପ୍ରଥମ ଥର ଯୋଗ କରିବା…