Below header
Browsing Tag

today kartika first monday

ଆଜି ପବିତ୍ର କାର୍ତ୍ତିକ ମାସର ପ୍ରଥମ ସୋମବାର, କୋଭିଡ କଟକଣାରେ ଚାଲିଛି ପୂଜାର୍ଚ୍ଚନା

ପୁରୀ(କେନ୍ଯୁଜ୍): ଆଜି ପବିତ୍ର କାର୍ତ୍ତିକ ମାସର ପ୍ରଥମ ସୋମବାର । ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୂଙ୍କ ସମସ୍ତ ନୀତି ଆଜି ଭୋରୁ ଆରମ୍ଭ ହୋଇଛି ।ଭୋରରୁ ସିଂହଦ୍ୱାର ଫିଟିବା ପରେ ମହାପ୍ରଭୂଙ୍କ ମଙ୍ଗଳ ଆଳତି କରାଯାଇଥିଲା । କୋଭିଡ କଟକଣା ଯୋଗୁ ସିଂହଦ୍ୱାର ସମ୍ମୁଖରେ ରହି ପତିତପାବନଙ୍କ…

ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର, ଚଳିତ ବର୍ଷ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଲକ୍ଷ୍ମଣରେଖା ଟାଣିଛି ମହାମାରୀ

ଭୁବନେଶ୍ବର: ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର । ଚଳିତ ବର୍ଷ କରୋନା ଯୋଗୁ ଭକ୍ତଙ୍କ ପାଇଁ ବନ୍ଦ ରାଜ୍ୟର ସମସ୍ତ ଶୈବ ପୀଠ । ଭକ୍ତ ଓ ଭଗବାନଙ୍କ ମଧ୍ୟରେ ମହାମାରୀ ଲକ୍ଷ୍ମଣରେଖା ଟାଣିଛି । ମହାଦେବଙ୍କ ଦର୍ଶନରୁୁ ବଞ୍ଚିତ ହୋଇଛନ୍ତି ଶ୍ରଦ୍ଧାଳୁ । କେତେକ ସ୍ଥାନରେ ମନ୍ଦିର ଆଗରେ ଦୀପ ଜାଳି…

ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର, ଚଳଚଞ୍ଚଳ ଶୈବପୀଠ ଧବଳେଶ୍ୱର

କଟକ(କେନ୍ଯୁଜ୍) : ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର । ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ଶୈବ ପୀଠ । କଟକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ମନ୍ଦିରରେ ଆଜି ଭକ୍ତଙ୍କ ଭିଡ଼ ହୋଇଛି । ହଜାର ହଜାର ଶ୍ରଦ୍ଧାଳୁ ମହାଦେବଙ୍କୁ ଦର୍ଶନ କରିଛନ୍ତି । ବିଶ୍ୱାସ ରହିଛି, ଏହି ମାସରେ…