Browsing Tag

Tokyo Paralympic 2020

ଟୋକିଓ ପାରାଅଲିମ୍ପିକ୍ସରେ ଭାରତକୁ ପଞ୍ଚମ ସ୍ବର୍ଣ୍ଣ, ବ୍ଯାଡମିଣ୍ଟନରେ ସ୍ବର୍ଣ୍ଣ ଜିତିଲେ କ୍ରିଷ୍ଣା ନାଗର

ଟୋକିଓ ପାରାଅଲିମ୍ପିକ୍ସର ଶେଷ ଦିନରେ ଭାରତ ଉପରେ ପଦକ ବର୍ଷା ହୋଇଛି । ଭାରତକୁ ମିଳିଛି ଆଉ ସ୍ବର୍ଣ୍ଣ ପଦକ। ଭାରତ ପାଇଁ ପଞ୍ଚମ ଗୋଲ୍ଡ ମେଡ଼ାଲ ଜିତିଲେ କ୍ରିଷ୍ଣା ନାଗର। ବ୍ୟାଡ଼ମିଣ୍ଟନ୍ ପୁରୁଷ ଏସଏଚ୍‌-୬ ବର୍ଗ ସିଙ୍ଗଲ୍ସରେ ଭାରତର କ୍ରିଷ୍ଣା ନାଗର ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଭାରତର…

ସୁଟିଂରେ କମାଲ୍ କରିଛନ୍ତି ଭାରତୀୟ ପାରାସୁଟର, ମନୀଷଙ୍କୁ ସ୍ବର୍ଣ୍ଣ ଏବଂ ସିଂହରାଜଙ୍କୁ ମିଳିଲା ରୌପ୍ଯ

ଟୋକିଓ ପାରା ଅଲିମ୍ପିକ୍ସରେ ୧୧ ଦିନରେ ଭାରତ ଉପରେ ପଦକ ବର୍ଷା ହୋଇଛି। ସୁଟିଂରେ କମାଲ କରିଛନ୍ତି ଭାରତୀୟ ପାରାସୁଟର । ଭାରତକୁ ଆଉ ୨ଟି ପଦକ ହାସଲ ହୋଇଛି । ମନୀଷ ନରୱାଲ ସ୍ଵର୍ଣ୍ଣ ପଦକ ଜିତିଥିବା ବେଳେ ସିଂହରାଜ ରୌପ୍ୟ ପଦକ ଜିତିଛନ୍ତି । ୫୦ ମିଟର ପିସ୍ତଲ ଏସଏଚ୍-୧ରେ ଉଭୟ ପଦକ…