ସ୍ଵାମୀଙ୍କୁ ଦୀର୍ଘ ଆଠ ଦିନ ଧରି ଘରେ ଚାବି ପକାଇ ରଖିଥିଲା ସ୍ତ୍ରୀ, ଜାଣନ୍ତୁ କାରଣ
ମୋହନା: ସ୍ଵାମୀ ସ୍ତ୍ରୀର ସମ୍ପର୍କ ହେଉଛି ଏକ ନିବିଡ ସମ୍ପର୍କ । ବିଶ୍ୱାସ ଏବଂ ଭରସାକୁ ନେଇ ମଜଭୁତ ହୋଇଥାଏ ଏହି ସମ୍ପର୍କ । କିନ୍ତୁ ଏହି ସମ୍ପର୍କ ଭିତରେ ଯଦି ବିଶ୍ୱାସ ଏବଂ ଭରସା ଭାଙ୍ଗିଯାଏ ତେବେ ଏହି ସମ୍ପର୍କର ପରିଭାଷା ହିଁ ବଦଳିଯାଏ । ତେବେ ଆମେ ସବୁବେଳେ ପ୍ରାୟତଃ ଶୁଣିଥାନ୍ତି କି…